Below header
Browsing Tag

hottest year

ଲକ୍ଷେ ବର୍ଷରେ ‘୨୦୨୩’ ଥିଲା ପୃଥିବୀର ସବୁଠାରୁ ଉତ୍ତପ୍ତ ବର୍ଷ

କେନ୍ୟୁଜ୍‌ ଓଡ଼ିଶା: ଜଳବାୟୁ ପରିବର୍ତ୍ତନରେ ଅସ୍ବାଭାବିକ ପରିବର୍ତ୍ତନ । ୨୦୨୩ ଥିଲା ପୃଥିବୀର ସବୁଠାରୁ ଉତ୍ତପ୍ତ ବର୍ଷ । ଗତ ଲକ୍ଷେ ବର୍ଷ ଭିତରେ ଏହା ବିଶ୍ୱର ସବୁଠାରୁ ଉତ୍ତପ୍ତ ବର୍ଷ ଥିଲା । ଏହି ତଥ୍ୟ ଦେଇଛି ୟୁରୋପୀୟ ସଂଘର କୋପରନିକସ୍ ଜଳବାୟୁ ପରିବର୍ତ୍ତନ ସେବା । ଜଳବାୟୁ ଦୃଷ୍ଟିରୁ…

ରେକର୍ଡ ଭାଙ୍ଗିବ ଚଳିତ ବର୍ଷର ତାପମାତ୍ରା, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ମଙ୍ଗଳବାର ସଂଯୁକ୍ତ ରାଷ୍ଟ୍ର ଜଳବାୟୁ ପରିବର୍ତ୍ତନ ନେଇ ଏକ ଅତି ସମ୍ବେଦନଶୀଳ ତଥ୍ୟ ପ୍ରକାଶ କରିଛନ୍ତି । ଏହି ରିପୋର୍ଟ ଅନୁଯାୟୀ ୨୦୧୦ ବର୍ଷକୁ ଇତିହାସର ସବୁଠୁ ଉତ୍ତପ୍ତ ଦଶକ ଭାବେ ଘୋଷଣା କରାଯାଇଛି । ସଂଯୁକ୍ତ ରାଷ୍ଟ୍ରର ଏକ ବାର୍ଷିକ ଆକଳନ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ମନୁଷ୍ୟର…