Browsing Tag

hug

Hug Day: ଆଜି ପରସ୍ପରକୁ ଆଲିଙ୍ଗନ କରି ନିଜ ଭାବନା ବ୍ୟକ୍ତ କରିବେ ପ୍ରେମୀଯୁଗଳ

ଆଜି ଭାଲେଣ୍ଟାଇନ୍‌ ସପ୍ତାହର ଷଷ୍ଠ ଦିନ ହଗ୍‌ ଡେ’ ବା ଆଲିଙ୍ଗନ ଦିବସ। ଆଜିର ଦିନରେ ପ୍ରେମୀ ଯୁଗଳ ପରସ୍ପରକୁ ଆଲିଙ୍ଗନ କରି ନିଜ ପ୍ରେମର ଗଭୀରତା ପରିପ୍ରକାଶ କରିଥାନ୍ତି। କୁହାଯାଏ, ଥରେ ଆଲିଙ୍ଗନ କରି ଏକାସଙ୍ଗେ ଅନେକ ଗୁଡ଼ିଏ ଭାବନାକୁ ପ୍ରକାଶ କରିହୁଏ। ଗୋଟିଏ ଆଲିଙ୍ଗନ ଭଲ ପାଇବା,…

ଆଲିଙ୍ଗନ କରିବା ଦ୍ୱାରା ଶରୀରକୁ ମିଳେ ଅନେକ ଲାଭ, ଜାଣନ୍ତୁ ହଗ୍‌ କରିବାର ଫାଇଦା

ଆମେ ଯେତେବେଳେ ଅଧିକ ଖୁସି ଥାଉ କିମ୍ବା ଦୁଃଖୀ ଥାଉ କିମ୍ବା ଯେତେବେଳେ ଅଧିକ ଉତ୍ତେଜିତ ହୋଇଯାଉ, ସେତେବେଳେ କାହାକୁ ଆଲିଙ୍ଗନ କରିଥାଉ। ଆଲିଙ୍ଗନ କରିବା ଦ୍ୱାରା ମାନସିକ ଭାବେ ଆରାମ ଲାଗେ। କେହି ଯେମିତି ଆମକୁ ସପୋର୍ଟ କରୁଛି ବା ଆମ ସହ ଅଛି ବୋଲି ଏହି ସମୟରେ ଅନୁଭବ ହୁଏ। ଏଣୁ ଏକୁଟିଆ…

କେବଳ ସଂପର୍କ ନୁହଁ ଶରୀର ପାଇଁ ବହୁତ ଭଲ ସାଥିଙ୍କ ଆଲିଙ୍ଗନ

ବିଶ୍ବାସ, ଭଲପାଇବା ସବୁବେଳେ ସଂପର୍କକୂ ସୁଦୃଢ କରିଥାଏ। ତେବେ ସାଥିଙ୍କ ପ୍ରତି ଭଲପାଇବା ଦେଖାଇବାର ସବୁଠାରୁ ଭଲ ଉପାୟ ହେଉଛି ଆଲିଙ୍ଗନ। ନିଜ ସାଥିଙ୍କ ପ୍ରତି ପ୍ରେମ ବଢ଼ାଇବା ସହ କୌଣସି ଝଗଡ଼ା ଶେଷ କରିବାର ସବୁଠାରୁ ଭଲ ଉପାୟ ରହିଥାଏ ଆଲିଙ୍ଗନ। କିନ୍ତୁ ଆପଣ ଜାଣିଛନ୍ତି କି, ଆଲିଙ୍ଗନ…