ସାବାସ୍ : ହନୁମାନଙ୍କ ପରି ଦୁଇ କାନ୍ଧରେ ପିଲାଙ୍କୁ ବସାଇ ବନ୍ୟା ପାଣିରୁ ରକ୍ଷା କଲେ ଏହି ପୋଲିସ ବାବୁ
ପ୍ରବଳ ବର୍ଷା ଯୋଗୁ ଗୁଜରାଟର ଅନେକ ଜିଲ୍ଲା ପ୍ରଭାବିତ । ବନ୍ୟା ଯୋଗୁ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି । ଏହି ସମୟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି । ଜଣେ ପୋଲିସ କର୍ମଚାରୀ ପାଣିରେ ଫସି ରହିଥିବା ଦୁଇ ପିଲାଙ୍କୁ କାନ୍ଧରେ ବସାଇ…