ପାରିବାରିକ କଳହର କରୁଣ ପରିଣତି: ନବଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ,ସ୍ତ୍ରୀ ମୃତ ଓ ସ୍ୱାମୀ ଗୁରୁତର
ବାଲେଶ୍ବର(କେନ୍ୟୁଜ): ନବଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ । ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର । ବାଲେଶ୍ୱର ଜିଲ୍ଲା ଖଇରା ଥାନା ରଇଁତରା ଗାଁରେ ଅଭାବନୀୟ ଘଟଣା ଘଟିଛି। ମୃତ ମହିଳା ହେଲେ ପୂଜା ଜେନା ।
ଗତ ଏକ ମାସ ତଳେ କୈଳାସ ଜେନାଙ୍କୁ ବିବାହ କରିଥିଲେ । ବାହାଘର ପରଠୁ କୌଣସି କାରଣରୁ…