Browsing Tag

hyderabad man venkatesh gouds last call

ମୃତ୍ୟୁକୁ ସାମ୍ନାରୁ ଭେଟିବା ପରେ ସେହି ୧୦୪ ସେକେଣ୍ଡର ହୃଦୟ ବିଦାରକ ଫୋନ୍‌ କଲ୍‌, ତା’ପରେ ସବୁ ନିରବ

ହାଇଦ୍ରାବାଦ : ମୃତ୍ୟୁକୁ ସାମ୍ନାରୁ ଦେଖୁଥିବା ଜଣେ ବ୍ୟକ୍ତିର ଶେଷ ଏହି କେଇପଦ କଥା ଶୁଣିଲେ କାହାର ବି ଆଖିରେ ଆସିଯିବ ଲୁହ । ମୃତ୍ୟୁକୁ ଆଗରେ ଥିବା ଦେଖି ନିଜର ବନ୍ଧୁଙ୍କୁ ବଞ୍ଚାଇବାକୁ କରୁଥିବା ଫୋନ୍‌ କଲ୍‌ରେ ଆକୁଳ ନିବେଦନ ଥିଲା ଏମିତି-‘ ମୋ କାର୍‌ ପାଣିରେ ଭାସି ଯାଉଛି । ଦୟାକରି…