Below header
Browsing Tag

hypnotized

ମହିଳାଙ୍କୁ ହିପ୍ନୋଟାଇଜ୍‌ କରି ଏମିତି କାମ କଲା ଆମାଜନ୍‌ ଡେଲିଭରି ବୟ, ପଢ଼ିଲେ ଆପଣ ବି ଡରିଯିବେ

ଦିଲ୍ଲୀ ଏନ୍‌ସିଆର୍‌ରେ ଅପରାଧ ଥମିବାର ନାଁ ନେଉନି। ସବୁବେଳେ କିଛି ନା କିଛି ଅପରାଧ ଏହି ଅଞ୍ଚଳରେ ଚର୍ଚ୍ଚାର ଶିରୋନାମା ସାଜୁଛି। ଏବେ ସେହିଭଳି ଏକ ଘଟଣା ପଦାକୁ ଆସିଛି। ଜଣେ ମହିଳା ଆମାଜନ୍‌ର ଏକ ଡେଲିଭରି ବୟ ଉପରେ ହିପ୍ନୋଟାଇଜ୍‌ କରି ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ନେଇ ଅଭିଯୋଗ…