ନୂଆ ଡିଜେଲ ଭାରିଆଣ୍ଟ ସହିତ ଲଞ୍ଚ ହେଲା Hyundaiର ଏହି କାର୍, ଜାଣନ୍ତୁ ଫିଚର୍ସ ଏବଂ ପ୍ରାଇସ୍
Hyundai Alcazar ପୁଣି ଥରେ ଭାରତୀୟ ଅଟୋମୋବାଇଲ୍ ବଜାରରେ ଆଲୋଚନାର ବିଷୟ ପାଲଟିଛି । ଏଥର କମ୍ପାନୀ ଏହି ପପୁଲାର SUVର ଏକ ନୂଆ କର୍ପୋରେଟ୍ ଟ୍ରିମ୍ ଲଞ୍ଚ କରିଛି । ଯାହା ଏବେ ଡିଜେଲ୍ ଇଞ୍ଜିନ୍ ସହିତ ମଧ୍ୟ ପାନୋରାମିକ୍ ସନରୁଫ୍ ଭଳି ପ୍ରିମିୟମ୍ ଫିଚର୍ସ ସହିତ ଉପଲବ୍ଧ । ଏପର୍ଯ୍ୟନ୍ତ ଏହି…