ପ୍ରତି ୫ ମିନିଟ୍ରେ ବିକ୍ରି ହେଉଛି ଏହି କାର, ଲଗାତାର ୬ ମାସ ଧରି ରହିଛି ୧ ନମ୍ବର ସ୍ଥାନରେ
କରୋନା ସଙ୍କଟ ମଧ୍ୟରେ ୧୬ ମାର୍ଚ୍ଚ ୨୦୨୦ରେ ଲଞ୍ଚ୍ ହୋଇଥିଲା ନୂଆ କ୍ରେଟା। ଏହାର ସପ୍ତାହେ ପରେ କରୋନା ଯୋଗୁ ଲକଡାଉନ୍ ଘୋଷଣା ହୋଇଥିଲା। କିନ୍ତୁ ଲକ୍ଡାଉନ୍ ଭିତରେ ବି କ୍ରେଟାର ବିକ୍ରି କମିନଥିଲା। ମାର୍ଚ୍ଚରୁ ଏବେ ପର୍ଯ୍ୟନ୍ତର ବିକ୍ରିକୁ ଦେଖିଲେ କ୍ରେଟାକୁ ଭଲ ରେସ୍ପନ୍ସ ମିଳିଥିବା…