Below header
Browsing Tag

hyundai i20 launches in india

୨୧ ହଜାର ଟଙ୍କା ଦେଇ Hyundai i20କୁ କରନ୍ତୁ ବୁକିଙ୍ଗ୍‌, ଫିଚର୍ସ ଏତେ ବଢ଼ିଆ ଯେ କାରର ଦିଓ୍ଵାନା ହୋଇଯିବେ ଆପଣ

ଫେଷ୍ଟିଭ୍‌ ସିଜନରେ ଦେଶର ପ୍ରମୁଖ କାର ନିର୍ମାଣକାରୀ କମ୍ପାନୀ ହ୍ୟୁଣ୍ଡାଇ ନିଜର ଏକ ନୂଆ ନେକ୍ସଟ ଜେନେରେସନ Hyundai i20କୁ ଲଞ୍ଚ୍‌ କରିଛି। ଏହି ନୂଆ କାର Hyundai i20କୁ ଗ୍ରାହକ ଲମ୍ବା ସମୟ ଧରି ଅପେକ୍ଷା କରି ରହିଥିଲେ। ଏହି ନେକ୍ସଟ ଜେନେରସନର Hyundai i20ର ଏକ୍ସ ଶୋରୁମ ଦାମ…