Browsing Tag

icc T20 world cup

‘ମ୍ୟାଚ୍‌ ଜିତାଇ ଚାଲିଗଲେ…’ ଟି-୨୦ରେ କ୍ୟାପ୍‌ଟେନ୍‌ କୋହଲିଙ୍କୁ ବିଜୟୀ ବିଦାୟ; ଇମୋସନାଲ ହେଲେ ଫ୍ୟାନ୍‌

ଟି-୨୦ ବିଶ୍ୱକପ୍‌ରେ ଭାରତ ସୋମବାର ନିଜ ଶେଷ ମ୍ୟାଚ୍‌ ଖେଳିଛି ଓ ନାମିବିଆ ବିପକ୍ଷରେ ବିଜୟ ଲାଭ କରିଛି। ଟି-୨୦ ଫର୍ମାଟରେ କ୍ୟାପ୍‌ଟେନ୍‌ ଭାବେ ବିରାଟ କୋହଲିଙ୍କର ମଧ୍ୟ ଏହା ଶେଷ ମ୍ୟାଚ୍‌ ଥିଲା, ଯେଉଁଥିରେ ସେ ବିଜୟ ଲାଭ କରିଛନ୍ତି। ଭାରତୀୟ ଟିମ୍‌ ଟି-୨୦ ବିଶ୍ୱ କପ୍‌ ଜିତି ନଥିଲେ ମଧ୍ୟ…

ଟି-୨୦ ର‍୍ୟାଙ୍କିଙ୍ଗ୍‌: ବିଶ୍ୱର ୧ ନମ୍ବର ବ୍ୟାଟ୍ସମ୍ୟାନ ହେଲେ ବାବର ଆଜମ୍‌, ୫ମରେ ରହିଲେ କୋହଲି

ଆଇସିସି ଟି-୨୦ ବ୍ୟାଟ୍ସମ୍ୟାନ ର‍୍ୟାଙ୍କିଙ୍ଗ୍‌ରେ ପାକିସ୍ତାନ ଟିମ୍‌ର ଅଧିନାୟକ ବାବର ଆଜମ୍‌ ୮୩୪ ରେଟିଙ୍ଗ୍‌ ସହିତ ନମ୍ବର ୧ ସ୍ଥାନକୁ ଆସି ଯାଇଛନ୍ତି। ସେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ଡେଭିଡ୍‌ ମଲାନଙ୍କୁ ପଛରେ ପକାଇଛନ୍ତି। ସେପଟେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ୫ମ ଏବଂ ଆଗଧାଡ଼ିର…

ପାକିସ୍ତାନର ହ୍ୟାଟ୍ରିକ ବିଜୟ, ପୁଣି ଆଣ୍ଠେଇଲା ଆଫଗାନିସ୍ତାନ

ଆଇସିସି ଟେ୍ଵଣ୍ଟି-୨୦ ବିଶ୍ୱକପରେ ଶୁକ୍ରବାର ଆଫଗାନିସ୍ତାନକୁ ୫ ୱିକେଟ୍‌ରେ ପରାସ୍ତ କରି ପାକିସ୍ତାନ ହ୍ୟାଟ୍ରିକ୍ ବିଜୟ ହାସିଲ କରିସାରିଛି। ପୂର୍ବରୁ ଭାରତ ଏବଂ ନ୍ୟୁଜିଲାଣ୍ଡକୁ ହରାଇବା ଯୋଗୁଁ ପାକିସ୍ତାନର ଆତ୍ମବିଶ୍ୱାସ ଦୃଢ ରହିଥିଲା। ତେଣୁ ଆଫଗାନିସ୍ତାନ ବିଜୟ ହାସିଲ କରି ହ୍ୟାଟ୍ରିକ…

ଟି-୨୦ ବିଶ୍ବକପ୍ ପାଇଁ ନ୍ଯୁଜଲାଣ୍ଡ ଟିମ୍ ଘୋଷଣା, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ଟି-୨୦ ବିଶ୍ବକପ୍ ଆରମ୍ଭ ହେବାକୁ ଆଉ ୨ ମାସ ସମୟ ରହିଛି। ବିଶ୍ବକପ୍ ପାଇଁ ସବୁ ଟିମ୍ ପ୍ରସ୍ତୁତ ମଧ୍ୟ ହୋଇଗଲେଣି। ନ୍ଯୁଜଲାଣ୍ଡ କ୍ରିକେଟ ଟିମ୍ ଆଇସିସି ଟି-୨୦ ବିଶ୍ବକପ୍ ୨୦୨୧ ପାଇଁ ଟିମ୍ ଘୋଷଣା କରିଛି। ୧୫ ଜଣିଆ ଟିମ୍କୁ ନେଇ ୟୁଏଇ ଏବଂ ଓମାନରେ ଅକ୍ଟୋବର-ନଭେମ୍ବର ମଧ୍ୟରେ ଆୟୋଜିତ ହେବ।…