Below header
Browsing Tag

idol with ice cream sticks

ପୁରୀର ବିଶ୍ବଜିତଙ୍କ ନିଆରା କଳାକୃତି, ଆଇସ କ୍ରିମ କାଠିରେ ନିର୍ମାଣ କଲେ ପ୍ରଭୁ ଗଜାନନଙ୍କ ମୂର୍ତ୍ତି

ପୁରୀ: ନନ୍ଦିଘୋଷ ରଥ ପରେ ଏବେ ଶ୍ରୀ ଗଣେଶଙ୍କ ମୂର୍ତ୍ତି । ସେ ପୁଣି ଆଇସକ୍ରିମ କାଠିରେ । ପୁରୀର ବିଶ୍ବଜିତ ନାୟକ ଆଇସକ୍ରିମ କାଠିରେ ନିର୍ମାଣ କରିଛନ୍ତି ପ୍ରଭୁ ଗଜାନନଙ୍କ ମୂର୍ତ୍ତି । ପୁରୀ ସିଦ୍ଧ ମହାବୀର କୁମୁଟି ପାଟଣା ଅଂଚଳର ବିଶ୍ୱଜିତ ଏହି ନିଆରା କଳାକୃତି ଗଢି ପୁନଶ୍ଚ ଚର୍ଚ୍ଚାର…