Browsing Tag

iga swiatek

ଫ୍ରେଞ୍ଚ ଓପନ ଟାଇଟଲ ଜିତିଲେ ପୋଲାଣ୍ଡର ୧୯ ବର୍ଷୀୟା ଇଗା ସ୍ୱେତକ୍‌, କେନିନ୍‌ଙ୍କୁ ସିଧାସଳଖ ଭାବେ ହରାଇଲେ

ପୋଲାଣ୍ଡ୍ର ୧୯ ବର୍ଷୀୟା ଇଗା ସ୍ବେତକ୍ ଫ୍ରେଞ୍ଚ ଓପନ ଟାଇଟଲ ହାସିଲ କରିଛନ୍ତି। ଶନିବାର ମହିଳା ଏକକ ଫାଇନାଲରେ ସ୍ବେତକ୍ ଚତୁର୍ଥ ମାନ୍ୟତାପ୍ରାପ୍ତ ଆମେରିକାର ସୋଫିଆ କେନିନ୍ଙ୍କୁ ସିଧାସଳଖ ସେଟରେ ପରାସ୍ତ କରି ଫ୍ରେଞ୍ଚ  ଓପନ୍ ମୁକୁଟ ପିନ୍ଧି ନେଇଛନ୍ତି। ଏହା ମଧ୍ୟ ସ୍ବେତକ୍ଙ୍କ…