Below header
Browsing Tag

ILS

ଆଇଏଲଏସ ନିର୍ଦ୍ଦେଶକ ପଦ୍ମଶ୍ରୀ ଅଜୟ ପରିଡାଙ୍କ ପରଲୋକ, ଗାଁ ଖେଳିଯାଇଛି ଶୋକର ଛାୟା

ଯାଜପୁର (କେନ୍ୟୁଜ): ଆଇଏଲଏସ ନିର୍ଦ୍ଦେଶକ ତଥା ପଦ୍ମଶ୍ରୀ ଡ଼ା. ଅଜୟ ପରିଡାଙ୍କ ଗୌହାଟୀରେ ପରଲୋକ ଘଟିଥିବା ଜଣାଯାଇଛି। ଅକାଳ ବିୟୋଗରେ ନିଜ ଜନ୍ମ ମାଟି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଭଗବାନପୁର ଗାଁରେ ଶୋକର ଛାୟା ଖେଳିଯାଇଛି। କରୋନା ମହାମାରୀ ସମୟରେ ଓଡିଶାରେ କରୋନା ଭ୍ୟାରିଏଣ୍ଟକୁ ନେଇ…

ଆଜିଠୁ ଝାରସୁଗୁଡା ବିମାନ ବନ୍ଦରରେ କାର୍ଯ୍ୟକ୍ଷମ ହେବ ଆଇଏଲଏସ୍‌, ଉପଲବ୍ଧ ହେବ ଏହି ସୁବିଧା

ଝାରସୁଗୁଡା(କେନ୍ଯୁଜ୍): ଆଜିଠୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ କାର୍ଯ୍ୟକ୍ଷମ ହେବ ଆଇଏଲଏସ୍‌ ବା ଇନଷ୍ଟମେଣ୍ଟ୍ରାଲ ଲାଣ୍ଡିଂ ସିଷ୍ଟମ୍‌ । ଆଜି ମଧ୍ୟରାତ୍ରିରୁ ଆଇଏଲଏସ୍‌ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ। ଆଇଏଲଏସ କାର୍ଯ୍ୟକ୍ଷମ ହେଲେ…