Browsing Tag

ind vs aus 2nd test

‘ରିଷଭ ତୁମେ ଶୁଣୁଛ ତ, ତୁମ ଅନୁପସ୍ଥିତି ଆମେ ଅନୁଭବ କରୁଛୁ, ଜଲଦି ଠିକ୍‌ ହୋଇଯାଅ’: ଗାଭାସ୍କର

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡର ଗାଭାସ୍କର ଟ୍ରଫିରେ ରିଷଭ ପନ୍ତଙ୍କୁ ମିସ୍‌ କରୁଛନ୍ତି ଭାରତୀୟ ଫ୍ୟାନ୍ସ । ଭାରତ ଦୁଇଟି ଟେଷ୍ଟ ମ୍ୟାଚ ଜିତି ସାରିଥିବା ବେଳେ ଆଗାମୀ ମ୍ୟାଚ ଉପରେ ନଜର ରହିଛି । ମ୍ୟାଚ୍‌ ସମୟରେ ଟିମ୍‌ ସବୁବେଳେ ପନ୍ତଙ୍କ ଅଭାବକୁ ମିସ୍‌ କରୁଛି ।…

ସଚିନଙ୍କ ରେକର୍ଡ ଭାଙ୍ଗିଲେ ବିରାଟ, ଅନ୍ତର୍ଜାତୀୟ କ୍ରିକେଟରେ ସବୁଠାରୁ ଦ୍ରୁତ ୨୫,୦୦୦ ରନ୍‌ ପୂରଣ କଲେ

ରେକର୍ଡ କଲେ ବିରାଟ କୋହଲି । ଦିଲ୍ଲୀ ଟେଷ୍ଟ ମ୍ୟାଚରେ ଭାରତର ଦ୍ୱିତୀୟ ଇନିଂସରେ ବିରାଟ କୋହଲି ଅନ୍ତର୍ଜାତୀୟ କ୍ୟାରିୟରରେ ୨୫ ହଜାର ରନ୍ ପୂରଣ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ୨୫,୦୦୦ ରନ୍ ସ୍କୋର କରିଥିବା କୋହଲି ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏହାଛଡା ଅନ୍ତର୍ଜାତୀୟ…

ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ: ପୁଣି ଅଢେଇ ଦିନରେ ଖେଳ ଶେଷ କଲା ଭାରତ, ୬ ଓ୍ଵିକେଟରେ ଜିତିଲା ମ୍ୟାଚ୍‌

ବର୍ଡର ଗାଭାସ୍କର ସିରିଜରେ ପୁଣି କମାଲ କଲା ଭାରତ । ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ୩ ଦିନରେ ସାରିଲା ଭାରତ । ଦିଲ୍ଲୀରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌କୁ ୬ ଓ୍ଵିକେଟରେ ଜିତିନେଇଛି ଭାରତ । ୪ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୦ରେ ଆଗୁଆ । ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପ୍ରଥମେ ଟସ୍‌…

ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ : ଜାଡେଜାଙ୍କ ବୋଲିଂରେ ଧରାଶାୟୀ ଅଷ୍ଟ୍ରେଲିଆ, ଭାରତ ସାମ୍ନାରେ ୧୧୫ ରନର ଟାର୍ଗେଟ

ଦିଲ୍ଲୀରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟରେ ୧୧୩ ରନରେ ଧରାଶାୟୀ ଅଷ୍ଟ୍ରେଲିଆ । ଦ୍ୱିତୀୟ ଇନିଂସରେ ମାତ୍ର ୩୧.୧ ଓଭର ଖେଳି ଅଲଆଉଟ ହେଲା ଅଷ୍ଟ୍ରେଲିଆ । ରବିନ୍ଦ୍ର ଜାଡେଜା ସର୍ବାଧିକ ୭ ଓ୍ଵିକେଟ ନେଇଥିବା ବେଳ ଅଶ୍ୱିନ ୩ଟି ଓ୍ଵିକେଟ ନେଇଛନ୍ତି । ଜାଡେଜା ୪୨ ରନରେ ୭ଟି…

ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ : ପ୍ରଥମ ଇନିଂସରେ ଗୋଟିଏ ରନ୍‌ ପଛରେ ରହିଲା ଭାରତ, ଲାୟନ୍‌ଙ୍କୁ ୫ ଓ୍ଵିକେଟ୍‌

ନୂଆଦିଲ୍ଲୀ : ଦ୍ୱିତୀୟ ଟେଷ୍ଟର ପ୍ରଥମ ପାଳିରେ କଙ୍ଗାରକୁ ଟକ୍କର ଦେଲା ସିନା ହେଲେ ସ୍କୋର୍‌ରେ ଗୋଟିଏ ରନ୍‌ ପଛରେ ରହିଗଲା ଘରୋଇ ଭାରତୀୟ ଦଳ । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନର ଖେଳ ଶେଷ ହୋଇଛି । ଭାରତ ପ୍ରଥମ ଇନିଂସରେ ୨୬୨ ରନରେ…

ଦ୍ୱିତୀୟ ଟେଷ୍ଟ ଅଧାରୁ ଟିମରୁ ବାଦ୍‌ ପଡିଲେ ଓ୍ଵାର୍ଣ୍ଣର, ସିରାଜଙ୍କ ବଲରେ ହୋଇଥିଲେ ଆହତ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ବଡ ଝଟକା ଲାଗିଛି। ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟସମ୍ୟାନ୍‌ ଡେଭିଡ ଓ୍ଵାର୍ଣ୍ଣର ଟେଷ୍ଟରୁ ବାଦ୍‌ ପଡିଛନ୍ତି । ଓ୍ଵାର୍ଣ୍ଣରଙ୍କ ମୁଣ୍ଡରେ ବଲ୍‌ ବାଜିଥିଲା, ଯେଉଁଥିପାଇଁ ଟିମ୍‌ରୁ ବାଦ୍‌ ପଡିଛନ୍ତି । ଅରୁଣ…

ସିଡନୀ ବଦଲା ମେଲବର୍ଣ୍ଣରେ ନେଲା ଭାରତ, ବକ୍ସିଂ ଡେ ଟେଷ୍ଟରେ ହାସଲ କଲା ଐତିହାସିକ ବିଜୟ, ୮ ୱିକେଟରେ କଙ୍ଗାରୁ ଟିମକୁ…

ମେଲବର୍ଣ୍ଣରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବକ୍ସିଂ ଡେ ଟେଷ୍ଟରେ ଐତିହାସିକ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଆଜିଙ୍କ୍ୟ ରାହାଣେଙ୍କ ଶତକ ଏବଂ ଟିମ୍ ବୋଲରଙ୍କ ଯୋଗୁଁ ଭାରତକୁ ଏହି ବିଜୟ ମିଳିଛି। ଫଳରେ ଲଜ୍ଜାଜନକ ଭାବେ ହାରିଥିବା ପ୍ରଥମ ଟେଷ୍ଟର ପ୍ରତିଶୋଧ ନେଇଛି ଟିମ୍…