Below header
Browsing Tag

IND vs SA

ଭାରତ ପାଇଁ କର ବା ମର ପରିସ୍ଥିତି, ଆଜି ହାରିଲେ ହାତରୁ ଚାଲିଯିବ ସିରିଜ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ତୃତୀୟ ଟି-୨୦ଖେଳାଯିବ । ଆଜି ବିଶାଖାପଟ୍ଟନମର ଡା. ଓ୍ଵାଇଏସ୍‌ ରାଜେଶେଖର ରେଡ୍ଡୀ ଷ୍ଟାଡିଅମରେ ସନ୍ଧ୍ୟା ୭ଟାରେ ମ୍ୟାଚ ଖେଳାଯିବ। ପ୍ରଥମ ୨ଟି ମ୍ୟାଚ୍ରେ ପରାଜିତ ହୋଇଥିବା ଭାରତ ‘କର ବା ମର’ ସ୍ଥିତିରେ ରହିଛି ଯଦି ଆଜି ଟିମ୍‌ ଇଣ୍ଡିଆ ହାରେ ତେବେ…

ଗୁଜରାଟ ଆଇପିଏଲ୍‌ ୨୦୨୨ ଚାମ୍ପିଅନ ହେବା ପରେ ଟିମ୍‌କୁ ଫେରୁଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, ଏହି ଖେଳାଳି ପଡିପାରନ୍ତି…

ଆଇପିଏଲ ସରିବା ପରେ ଟିମ୍‌ ଇଣ୍ଡିଆ ଏବେ ସାଉଥଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ ହେଉଛି। ଦୁହିଁଙ୍କ ମଧ୍ୟରେ ୯ ଜୁନରୁ ୧୯ ଜୁନ୍‌ ପର୍ଯ୍ୟନ୍ତ ମ୍ୟାଚ୍‌ ଖେଳାଯିବ। ଏହି ସିରିଜ ପାଇଁ ଚୟନକର୍ତ୍ତା ଟିମ୍‌ ଦିନେଶ କାର୍ତ୍ତିକ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଭଳି ଖେଳାଳିଙ୍କୁ…

ଭାରତ ଠାରୁ ଜିତିବା ପରେ ଦକ୍ଷିଣ ଆଫ୍ରିକା ଖେଳାଳି ଲେଖିଲେ ‘ଜୟ ଶ୍ରୀରାମ’

ସାଉଥ ଆଫ୍ରିକା ଟିମ୍ ପାଇଁ ୨୦୨୨ର ଆରମ୍ଭ ଦମଦାର ରହିଛି। ପ୍ରଥମେ ଡିନ୍ ଏଲଗରଙ୍କ ନେତୃତ୍ୱାରେ ଟିମ୍ ଭାରତ ବିପକ୍ଷ ଟେଷ୍ଟ ସିରିଜ୍କୁ ୨-୧ରେ କବ୍ଜା କରି ନେଇଥିଲା। ତା’ ପରେ ପୁଣି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରେ ତେମ୍ବା ବଭୁମାଙ୍କ ଦଳ ଭାରତକୁ ୩-୦ରେ ହରାଇଛି। ଏମିତି ସ୍ମରଣୀୟ…

ଭାରତ ଓ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ: ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ କରୁଛନ୍ତି ନିରାଶ, ବଡ ପରିବର୍ତ୍ତନ ସହ…

ଟିମ୍‌ ଇଣ୍ଡିଆ ଆଜି ସାଉଥ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳିବାକୁ ଯାଉଛି। ପ୍ରଥମ ମ୍ୟାଚରେ ୩୧ ରନର ହାରିବା ପରେ ଟିମ୍‌ ଇଣ୍ଡିଆ ପାଇଁ ଆଜିର ମ୍ୟାଚ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ପ୍ରଥମ ମ୍ୟାଚ ହାରି ଟିମ୍‌ ଇଣ୍ଡିଆ ୧-୦ ପଛରେ ରହିଛି। ପ୍ରଥମ ମ୍ୟାଚରେ ମଧ୍ୟକ୍ରମ…

ଟିମ୍‌ ଇଣ୍ଡିଆ ରଚିଲା ଇତିହାସ! ସେଞ୍ଚୁରିଆନରେ ପ୍ରଥମ ଥର ଦେଲା ଦକ୍ଷିଣ ଆଫ୍ରିକାକୁ ମାତ୍‌

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତିନି ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ସେଞ୍ଚୁରିଆନ ଗ୍ରାଉଣ୍ଡରେ ଶେଷ ହୋଇଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ୧୧୩ ରନ୍‌ରେ ପରାସ୍ତ କରିଛି। ପ୍ରଥମ ଥର ପାଇଁ ଭାରତୀୟ ବୋଲରମାନେ ଆଶ୍ଚର୍ଯ୍ୟଜନକ ବୋଲିଂ କରି ଆଫ୍ରିକୀୟ…

ଈଶାନ୍ତଙ୍କ ବ୍ୟାଗ୍‌ ଦେଖି ଲୋଭ କଲେ କୋହଲି, ବ୍ୟାଗ୍‌ ଚୋରାଇ ନେବାକୁ ମନ ବଳାଇଲେ

ଭାରତୀୟ କ୍ରିକେଟ ନୁହେଁ ବରଂ ବିଶ୍ୱ କ୍ରିକେଟରେ ବିରାଟ କୋହଲି ହେଉଛନ୍ତି ସବୁଠାରୁ ଧନୀ କ୍ରିକେଟର। ତଥାପି ତାଙ୍କ ପାଖରେ ଈଶାନ୍ତ ଶର୍ମାଙ୍କ ଭଳି ବ୍ୟାଗ ନାହିଁ। ଯେଉଁଥି ପାଇଁ ଈଶାନ୍ତଙ୍କ ବ୍ୟାଗ୍‌ ଦେଖି ତାକୁ ଚୋରି କରିବାକୁ ମନ ବଳାଇଛନ୍ତି ବିରାଟ କୋହଲି। ଭାରତୀୟ କ୍ରିକେଟ ଟିମ୍‌ ସାଉଥ…

ଓମିକ୍ରନ ଯୋଗୁ କିଛିଦିନ ପାଇଁ ଟଳି ପାରେ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ, BCCI ମାଗିଲା ସମୟ; ୧୭ ଡିସେମ୍ବରରୁ ଆରମ୍ଭ…

ଚଳିତ ମାସରେ ଟିମ୍‌ ଇଣ୍ଡିଆର ହେବାକୁ ଥିବା ଦକ୍ଷିଣ ଆଫ୍ରିକା ଗସ୍ତ ୧ ସପ୍ତାହ ବିଳମ୍ବ ହୋଇପାରେ। କୋଭିଡ୍‌-୧୯ର ନୂଆ ଭ୍ୟାରିଆଣ୍ଟ ‘ଓମିକ୍ରନ’ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ହିଁ ଚିହ୍ନଟ ହୋଇଥିଲା ଏବଂ କୋଭିଡ୍‌-୧୯ ମାମଲା ଏହି ଦେଶରେ ଦ୍ରୁତ ଗତିରେ ବଢ଼ି ଚାଲିଛି। ଏହାକୁ ନଜରରେ ରଖି…