Below header
Browsing Tag

india cancel all deal

କୋଭିଡ-୧୯ ଟେଷ୍ଟ କିଟ୍‌ ବିବାଦ, ଚୀନ ସହିତ ହୋଇଥିବା ଚୁକ୍ତିକୁ ବାତିଲ କଲେ ଭାରତ ସରକାର

ସମଗ୍ର ଦେଶ କରୋନା ମହାମାରୀକୁ ନେଇ ଚିନ୍ତିତ ରହିଥିବା ବେଳେ କିନ୍ତୁ ଚୀନ ତା’ର ଘୃଣ୍ୟ କାର୍ଯ୍ୟରୁ ବାଦ୍‌ ଆସିନାହିଁ। ଚୀନର ଊହାନ ସହରରୁ ବ୍ୟାପୀଥିବା ଏହି ଭାଇରସ ଆଜି ସମଗ୍ର ବିଶ୍ୱକୁ କବଳିତ କରିଛି। ଏହି ଭାଇରସ ସଂକ୍ରମଣରୁ ବଞ୍ଚିବା ପାଇଁ ଭାରତ ଚୀନ୍ରୁ ପ୍ରାୟ ୬ ଲକ୍ଷ ରାପିଡ ଏଣ୍ଟିବଡି…