Browsing Tag

India: Price

୩ ହଜାରରୁ କମ୍ ଦାମରେ ଲଞ୍ଚ ହେଲା NOKIAର ଦମଦାର 4G ଫୋନ୍, ଜାଣନ୍ତୁ କ’ଣ ରହିଛି ଏହାର ଫିଚର୍ସ

NOKIAର ନୂଆ ଫିଚର ଫୋନ NOKIA 110 4G ଲଞ୍ଚ ହୋଇଛି । ନିର୍ମାତା କମ୍ପାନୀ HMD Global ଏହି ଫୋନରେ HD ଭଏସ୍ କଲିଂ ଫିଚରର ସୁବିଧା ମଧ୍ୟ ଦେଇଛି । କମ୍ପାନୀ ଫୋନକୁ ପୂର୍ବରୁ ୟୁରୋପରେ ଲଞ୍ଚ କରିସାରିଛି । ଏହି NOKIA 110 4Gକୁ ଭାରତରେ ୨,୭୯୯ ଟଙ୍କାରେ ଲଞ୍ଚ କରାଯାଇଛି । ଯାହାକୁ ଗ୍ରାହକ…