Browsing Tag

India Sri Lanka

ଆଜି ଇଣ୍ଡିଆ-ଶ୍ରୀଲଙ୍କା ଟକ୍କର, କ୍ଲିନ୍ ସ୍ବିପ ଲକ୍ଷ୍ୟରେ ଭାରତ

ସରିଲା ଟି ଟ୍ବେଣ୍ଟି, ଏବେ ଦିନିକିଆ । ଶ୍ରୀଲଙ୍କା ବିପକ୍ଷ ଦିନିକିଆକୁ ବି କ୍ଲିନ୍ ସ୍ବିପ ଲକ୍ଷ୍ୟରେ ଟିମ ଇଣ୍ଡିଆ । ଆଜି କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ପ୍ରଥମ ମ୍ୟାଚ ଖେଳାଯିବ । ସୂର୍ଯ୍ୟ କୁମାରଙ୍କ ନେତୃତ୍ବରେ ଶ୍ରୀଲଙ୍କାକୁ ୩-୦ରେ ହରାଇ ଟି ଟ୍ବେଣ୍ଟି ସିରିଜ ଜିତିଛି ଭାରତ ।…

ଟ୍ବେଣ୍ଟି-୨୦ ସିରିଜ: ଶ୍ରୀଲଙ୍କା ବିପକ୍ଷରେ ସୁପର୍ ଓଭରରେ ବିଜୟୀ ହେଲା ଭାରତ

ସୁପର୍ ଓଭରରେ ବିଜୟ ସହ ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି-୨୦ ସିରିଜ ଜିତି ନେଇଛି ଭାରତ । ୩-୦ରେ କ୍ଲିନ ସ୍ବିପ୍ କରିଛି । ଉଭୟ ଦଳ ୧୩୭ ରନରେ ଅଟକିଯିବା ପରେ ମ୍ୟାଚ୍ ଟାଇ ରହିଥିଲା । କିନ୍ତୁ ସୁପର୍ ଓଭରରେ ୱାସିଂଟନ୍ ସୁନ୍ଦର ମାତ୍ର ୪ ବଲ୍ ରେ ୨ ରନ୍ ଦେଇ ୨ ୱିକେଟ୍ ନେଇଥିଲେ । ଜବାବରେ ମହିଶ…

ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆ, ଆଉ ଏକ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆ । ଆଉ ଏକ ବିଜୟ ସହ ଶୃଙ୍ଖଳା ସହ ବିଜୟ ଲକ୍ଷ୍ୟରେ ଭାରତ । ଆଜି କୋଲକାତାରେ ଖେଳାଯିବ ଦ୍ୱିତୀୟ ଦିନିକିଆ । ପ୍ରଥମ ମ୍ୟାଚକୁ ଭାରତ ୬୭ ରନରେ ଜିତି ନେଇଥିଲା । ବିରାଟ କୋହଲିଙ୍କଠାରୁ ଆଉ ଏକ ଶତକ ଅପେକ୍ଷାରେ କ୍ରିକେଟପ୍ରେମୀ । ରୋହିତ ଶର୍ମା ଓ ଶୁବମନ…

ଆଜିଠୁ ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ, ଫେରିଲେ ରୋହିତ ଶର୍ମା ଓ ବିରାଟ କୋହଲି

ଆଜିଠୁ ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟି-୨୦କୁ ୨-୧ରେ ସିରିଜ କବଜା କରିଛି । ଏବେ ଦିନିକିଆ ଉପରେ କ୍ରୀଡାପ୍ରେମୀଙ୍କ ନଜର । ଦିନିକିଆ ଦଳର ଅଧିନାୟକ ଭାର ରୋହିତ ଶର୍ମାଙ୍କ ଉପରେ ରହିଛି । ଗୌହାଟୀରେ ଖେଳାଯିବ ପ୍ରଥମ ଓ୍ଵାନ୍‌ ଡେ । ବାଂଲାଦେଶ…