Below header
Browsing Tag

india to become most populated country on earth

ଜାତି ସଂଘ ରିପୋର୍ଟ : ଆସନ୍ତା ବର୍ଷ ସୁଦ୍ଧା ଜନସଂଖ୍ୟାରେ ଚୀନକୁ ଟପିଯିବ ଭାରତ

ନୂଆଦିଲ୍ଳୀ : ବିଶ୍ୱର ସର୍ବାଧିକ ଜନବହୁଳ ରାଷ୍ଟ୍ର କହିଲେ ଚୀନକୁ ବୁଝାଏ । ୧୪୪ କୋଟି ଜନସଂଖ୍ୟା ବିଶିଷ୍ଠ ଚୀନ ଏବେ ଲୋକସଂଖ୍ୟାରେ ବିଶ୍ୱର ପ୍ରଥମ ସ୍ଥାନରେ ରହିଛି । ଜନସଂଖ୍ୟା ଆଧାରରେ ଭାରତ ଏବେ ଦ୍ୱିତୀୟ ସ୍ଥାନରେ ରହିଛି । ଭାରତର ଜନସଂଖ୍ୟା ଏବେ ରହିଛି ୧୩୯ କୋଟିରେ । ବିଶ୍ୱ…