Browsing Tag

india today

ଅନାସ୍ଥା ପ୍ରସ୍ତାବର ସାମ୍ନା କରୁଛନ୍ତି ଇମ୍ରାନ୍‌ ଖାନ୍‌, ରାତି ୮ଟା ୩୦ରେ ହୋଇପାରେ ମତଦାନ

କେନ୍ୟୁଜ୍(ବ୍ୟୁରୋ): ପାକିସ୍ତାନ ରାଜନୀତି ପାଇଁ ଆଜିର ଦିନ ବହୁ ଗୁରୁତ୍ୱପୂର୍ଣ୍ଣ । ଅନାସ୍ଥା ପ୍ରସ୍ତାବର ସାମ୍ନା କରୁଛନ୍ତି ଇମ୍ରାନ୍‌ ଖାନ୍‌ । ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଇମ୍ରାନ୍‌ଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ଗ୍ରହଣ ହେବ । ରାତି ୮ଟା ୩୦ରେ ଅନାସ୍ଥା…

ଦେଶରେ ଗତ ଚାରି ଦିନ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଗୁଣ ହୋଇଛି, ୨୪ଘଣ୍ଟା ମଧ୍ୟରେ ୪୩୭ ନୂଆ ଆକ୍ରାନ୍ତ…

ନୂଆଦିଲ୍ଲୀ : ଗତ ଚାରି ଦିନ ଭିତରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣ ବଢ଼ି ଯାଇଛି । ବୁଧବାର ଦିନ ୧୧.୪୫ ସୁଦ୍ଧା ଦେଶରେ କରୋନାରେ ୧୯୯୬ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଥିଲା । କୋଭିଡ୍‌-୧୯ରେ ଏପର୍ଯ୍ୟନ୍ତ ୪୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୪୪ ଜଣ ସୁସ୍ଥ ହୋଇଛନ୍ତି ।…

କେନ୍ଦ୍ରରେ କୌଣସି ଦଳ ବହୁମତ ନପାଇଲେ କାହାକୁ ସମର୍ଥନ ଦେବ ବିଜେଡି? ଉତ୍ତର ରଖିଲେ ନବୀନ

କେନ୍ୟୁଜ୍ : କେନ୍ଦ୍ରରେ କାହାକୁ ସମର୍ଥନ ଦେବ ବିଜେଡି ? କେନ୍ଦ୍ରରେ କୌଣସି ଦଳ ବହୁମତ ନପାଇଲେ କାହାକୁ ସମର୍ଥନ ଦେବ ଦଳ ? ଇଣ୍ଡିଆ ଟୁଡେର ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ରାଜୀବ ସରଦେଶାଇଙ୍କ ପ୍ରଶ୍ନର ଉତ୍ତର ଦେଇ ନବୀନ କହିଛନ୍ତି ଓଡ଼ିଶାକୁ ଯିଏ ଲାଭ ଦେବ ତାକୁ ଆମେ ସମର୍ଥନ କରିବୁ । ଆମେ…