ପାକିସ୍ତାନ ଉପରେ ଭାରତର ଅପରେସନ ସିନ୍ଦୁର ଆକ୍ରମଣ, LOCରେ ଗୁଳିକାଣ୍ଡରେ ୭ ଭାରତୀୟ ମୃତ
ପହଲଗାମ ଆକ୍ରମଣ ପରେ ଭାରତ ’ଅପରେସନ ସିନ୍ଦୁର’ ମାଧ୍ୟମରେ ପାକିସ୍ତାନ ଉପରେ ଉଚିତ୍ ପ୍ରତିଶୋଧ ନେଇଛି । ପାକିସ୍ତାନ ଏବଂ ପିଓକେ ଉପରେ ଆକ୍ରମଣ କରି ୯ଟି ଆତଙ୍କବାଦୀ ଶିବିରକୁ ଧ୍ବଂସ କରିଦେଇଛି ଭାରତ । ’ଅପରେସନ ସିନ୍ଦୁର’ ଆକ୍ରମଣ ପରେ ଏଲଓସି ଉପରେ ଗୁଳିଚାଳନା କରିଥିଲା ପାକିସ୍ତାନ ।…