Browsing Tag

INDIA VS NEWZELAND LAST T-20 TOMORROW

କାଲି ଅନ୍ତିମ ଲଢ଼େଇ : ନିର୍ଣ୍ଣାୟକ ମ୍ୟାଚ୍‌ ଜିତିବାକୁ ଭାରତ ଓ ନ୍ୟୁଜିଲାଣ୍ଡ ଉଭୟ ଆଶାବାଦୀ

ହାମିଲଟନ୍‌ : କାଲି ହେଉଛି ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍‌ । ଜୋରଦାର ଲଢ଼େଇର ସମ୍ଭାବନା । କାରଣ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତିଛନ୍ତି । ସିରିଜ୍‌ ୧-୧ ସ୍ଥିତିରେ ଥିବାରୁ ବିଜେତା ନିର୍ଣ୍ଣୟ କରିବ ଏହି ମ୍ୟାଚ୍‌ । ଅକଲାଣ୍ଡରେ ଭାରତୀୟ ଦଳ ଯେଭଳି ଦମ୍‌ଦାର…