ଏଫଆଇଏଚ୍ ପୁରୁଷ ହକି ସିରିଜ୍ ଫାଇନାଲସ୍, ଆଜି ଦ୍ୱିତୀୟ ମ୍ୟାଚରେ ପୋଲାଣ୍ଡକୁ ଭେଟିବ ଭାରତ
ଭୁବନେଶ୍ବର(କେନ୍ୟୁଜ୍) : ଏଫଆଇଏଚ୍ ପୁରୁଷ ହକି ସିରିଜ୍ ଫାଇନାଲର ଆଜି ଦ୍ୱିତୀୟ ମ୍ୟାଚ୍ ପୋଲାଣ୍ଡକୁ ଭେଟିବ ଭାରତ । ଗତକାଲି ବୃହତ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା ଟିମ୍ ଇଣ୍ଡିଆ । କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ଭାରତ ଋଷିଆକୁ ୧୦-୦ ଗୋଲରେ ପରାସ୍ତ କରିଥିଲା । ଦମଦାର…