ଆଜି ସୁଭାଷଙ୍କ ଜନ୍ମ ଜୟନ୍ତୀ, ସୁଭାଷ ବୋଷଙ୍କ ହିନ୍ଦ ଫୌଜ ତିଆରି କରିଥିଲେ ଏହି ବ୍ୟାଙ୍କ
ମହାନ ସ୍ବାଧୀନତା ସଂଗ୍ରାମୀ ଓ ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ସୁଭାଷ ବୋଷଙ୍କ ଆଜି ଜନ୍ମ ଜୟନ୍ତୀ । ସୁଭାଷ ୧୮୯୭ ମସିହା ଜାନୁୟାରୀ ୨୩ରେ ଓଡିଶାରେ ରହିଥିବା କଟକରେ ଜନ୍ମ ହୋଇଥିଲେ । ସୁଭାଷ ଚନ୍ଦ୍ର ବୋଷ ଭାରତୀୟ ସ୍ବତନ୍ତ୍ରତା ସଂଗ୍ରାମର ମହାନ ନେତା । ନିଜର ସାହାସ ଦୃଢ ସଂକଳ୍ପ ଏବଂ…