Browsing Tag

indian family

କାଲିଫର୍ଣ୍ଣିଆରେ ଭାରତୀୟ ପରିବାରକୁ ହତ୍ୟା, ବେଡରୁମରୁ ମିଳିଲା ସ୍ୱାମୀ-ସ୍ତ୍ରୀ ଓ ଦୁଇ ଯାଆଁଳା ପିଲା ମୃତଦେହ

ଭାରତୀୟଙ୍କ ପାଇଁ ଅସୁରକ୍ଷିତ ହୋଇପଡିଛି ଆମେରିକା । ଏଠାରେ ଭାରତୀୟମାନେ ହତ୍ୟାର ଶିକାର ହେଉଛନ୍ତି । ଆମେରିକାର କାଲିଫର୍ଣ୍ଣିଆରେ ଏକ ଭାରତୀୟ ପରିବାରକୁ ହତ୍ୟା କରାଯାଇଛି । ସେମାନଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏକ ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୂରା…

ଆମେରିକାରେ ଅପହୃତ ଶିଖ ପରିବାରର ୪ ଜଣଙ୍କୁ ହତ୍ୟା, ୮ ମାସର ଶିଶୁକୁ ବି ଛାଡ଼ିଲେ ନାହିଁ ଦୁର୍ବୃତ୍ତ

ଆମେରିକାର କାଲିଫର୍ଣ୍ଣିଆରୁ ଅପହରଣ ହୋଇଥିବା ଶିଖ ପରିବାରର ୪ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଛି। ସେମାନଙ୍କୁ ଅପହରଣ କରି ହତ୍ୟା କରିବା ପରେ ଏକ ବଗିଚାରେ ଫିଙ୍ଗିଦିଆଯାଇଥିବା ଖବର ମିଳିଛି। ମୃତକଙ୍କ ମଧ୍ୟରେ ୮ ମାସର ଶିଶୁ ରହିଛନ୍ତି। ତେବେ ଜଣେ ୪୮ ବର୍ଷୀୟ ଯୁବକ ଏହି ପରିବାର ସଦସ୍ୟଙ୍କୁ…