Browsing Tag

Indian Medical Association

କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନକୁ ମେଡିକାଲ ସଂଘର ପ୍ରତ୍ୟାଖାନ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାର ପ୍ୟାକେଜ ଦରକୁ ପ୍ରତ୍ୟାଖାନ କରିଛି ଭାରତୀୟ ମେଡିକାଲ ସଂଘ। ନୂଆଦିଲ୍ଲୀରେ ଅନୁଷ୍ଠିତ ଜରୁରୀକାଳୀନ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆୟୁଷ୍ମାନ ଭାରତ ଯୋଜନା ପାଇଁ କେନ୍ଦ୍ର ସରକାର ଧାର୍ୟ୍ୟ କରିଥିବା ଦରରେ ଚିକିତ୍ସା କରିବା…