Below header
Browsing Tag

indian railway

ରେଲୱେ କୋଟି କୋଟି ଲୋକଙ୍କୁ ଦେଲା ଖୁସି ଖବର; ଟ୍ରେନ୍‌ରେ ଯାତ୍ରୀଙ୍କୁ ମାଗଣାରେ ମିଳିବ ଏହି ସବୁ ଜିନିଷ

ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖୁସି ଖବର। ସେପ୍ଟେମ୍ବର ୨୦ରୁ ଯାତ୍ରୀମାନଙ୍କୁ ଟ୍ରେନରେ ସ୍ୱତନ୍ତ୍ର ସୁବିଧା ମିଳିବ। ରେଲୱେ ତରଫରୁ ଏ ବିଷୟରେ ସୂଚନା ଦିଆଯାଇଛି। ଯଦି ଆପଣ ବି ଆଗାମୀ ଦିନ ପାଇଁ ରେଜିଷ୍ଟ୍ରେସନ କରାଇ ନେଇଛନ୍ତି, ତା’ ହେଲେ ଏହି କଥା ନିଶ୍ଚୟ ଜାଣି ରଖନ୍ତୁ। ରେଲୱେ…

ମଥୁରା ଷ୍ଟେସନରୁ ଶିଶୁପୁତ୍ର ଚୋରି ଘଟଣା: ବିଜେପି କର୍ପୋରେଟରଙ୍କ ଘରୁ ମିଳିଲା ଶିଶୁପୁତ୍ର, ସ୍ୱାମୀ ଓ ସ୍ତ୍ରୀ ଗିରଫ

ନିକଟରେ ମଥୁରା ରେଳଷ୍ଟେସନରୁ ରାତିରେ ମା’ ପାଖରେ ଶୋଇଥିବା ୭ ମାସର ଶିଶୁପୁତ୍ର ଚୋରି ହେବା ଘଟଣା ନେଇଛି ଭିନ୍ନ ମୋଡ । ଚୋରି ହୋଇଥିବା ଶିଶୁପୁତ୍ରକୁ ଫିରୋଜାବାଦ ବିଜେପି କର୍ପୋରେଟରଙ୍କ ଘରୁ ଠାବ କରିଛି ପୋଲିସ। ପୁଲିସ ଏହି ଘଟଣାରେ ଅଭିଯୁକ୍ତ କର୍ପୋରେଟର ବିନୀତା ଅଗ୍ରୱାଲ ଓ ତାଙ୍କ…

ଆଖି ପିଛୁଳାକେ ଷ୍ଟେସନରୁ ମା’ କୋଳରୁ ପିଲାକୁ ଚୋରି କରି ନେଲା ଚୋର, ଭାଇରଲ ହେଉଛି ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରଲ ହୋଇଥାଏ। କୌଣସି ଭାଇରଲ ଭିଡିଓ ଯୋଗୁଁ କିଏ ଷ୍ଟାର ହୋଇଯାଏ ତ ଆଉ କେଉଁଠି ଚୋର ଧରାପଡେ। ଏବେ ଏମିତି ଏକ ଭାଇରଲ ଭିଡିଓ ଯୋଗୁଁ ରେଳ ଷ୍ଟେସନରୁ ପିଲା ଚୋରି ହେଉଥିବା ଘଟଣା ସାମ୍ନାକୁ ଆସିଛି। ରେଳ ଷ୍ଟେସନରେ ମା’ ପାଖେ ଶୋଇଥିବା ଜଣେ ୭…

ରେଳଧାରଣା ଉପରେ ଖସିଲା ମାଟି ଅତଡ଼ା, ଘଣ୍ଟେ ହେଲାଣି ଅଟକିଛି ସମଲେଶ୍ୱରୀ ଟ୍ରେନ୍‌

ରାୟଗଡ଼ା: ରେଳଧାରଣା ଉପରେ ମାଟି ଅତଡ଼ା ଧସିବାରୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଲଗାଣ ବର୍ଷା ଯୋଗୁ କୋରାପୁଟ-ରାୟଗଡା ରେଳଧାରଣାର ଶିକରପାଇ-କେଉଟଗୁଡା ମଝିରେ ପାହାଡରୁ ମାଟି ଅତଡା ଧସି ଗମନାଗମନ ବାଧାପ୍ରାପ୍ତ ହୋଇଛି। ଏହାସହ ୩୪ ନମ୍ବର ଟନେଲ ଭିତରେ ମଧ୍ୟ ପଥର ଧସିଛି। ଫଳରେ ଜଗଦଲପୁରରୁ…

ଚିନ୍ତା କରନ୍ତୁନି…ଏଣିକି ଟ୍ରେନ୍‌ରେ ଆରାମରେ ଶୋଇପାରିବେ ଯାତ୍ରୀ; ଷ୍ଟେସନ ଆସିବାର ୨୦ ମିନିଟ୍‌ ପୂର୍ବରୁ ଆପଣଙ୍କୁ…

ରେଳରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଜରୁରୀ ଖବର। ରେଲୱେ ଲଗାତାର ନିଜ ସେବାରେ ସୁଧାର ଆଣିବା ସହିତ ନୂଆ ନୂଆ ଅପ୍‌ଡେଟ୍‌ ନେଇକି ଆସୁଛି। ଏହାରି ଭିତରେ ରେଲୱେ ଯାତ୍ରୀମାନଙ୍କ ପାଇଁ ଆଉ ଏକ ନୂଆ ସୁବିଧା ଆଣିଛି। ଏଣିକି ଆପଣ ଷ୍ଟେସନ ମିସ୍‌ କରିଦେବା ବିଷୟରେ ଚିନ୍ତା ନ କରି ଟ୍ରେନ୍‌ରେ…

ପତାକା ପାଇଁ ମୋଟା ଅଙ୍କର ଟଙ୍କା ଆଦାୟ କରିବ ରେଲୱେ, ପ୍ରତ୍ୟେକ କର୍ମଚାରୀଙ୍କ ଦରମାରୁ କଟିବ ପଇସା

ଏବେ ସାରା ଦେଶରେ ପାଳିତ ହେଉଛି ସ୍ୱାଧୀନତାର ଅମୃତ ମହୋତ୍ସବ। ହର ଘର ତ୍ରିରଙ୍ଗା ଅଭିଯାନରେ ରେଲୱେ କର୍ମଚାରୀଙ୍କୁ ଦିଆଯାଉଥିବା ପତାକାଙ୍କ ଦାମ୍‌ ଆଦାୟ କରାଯିବ। ହର ଘର ତ୍ରିରଙ୍ଗା ଅଭିଯାନ ପାଇଁ ରେଲୱେ କର୍ମଚାରୀଙ୍କୁ ତ୍ରିରଙ୍ଗା ପାଇଁ ଦରମାରୁ ୩୮ ଟଙ୍କା ଦେବାକୁ ହେବ। ଏହାକୁ ସେ ଘରେ…

Amazon ସହିତ ହାତ ମିଶାଇଲା Indian Railway : ଏବେ ଆପଣଙ୍କୁ ମିଳିବ ସାମଗ୍ରୀ ଡେଲିଭରୀର ସମସ୍ତ ସୁବିଧା

ଭାରତୀୟ ରେଳ ସହ ସମ୍ପର୍କକୁ ମଜବୁତ କରି ଆମାଜନ ଇଣ୍ଡିଆ ଏକ ବଡ଼ ଘୋଷଣା କରିଛି। ଭାରତୀୟ ରେଳ ସହ ମିଳିତ ଭାବରେ ଆମାଜନ ଗ୍ରାହକ ପ୍ୟାକେଜ୍ ବିତରଣକୁ ୩୨୫ ରୁ ଅଧିକ ଇଣ୍ଟରସିଟିକୁ ବୃଦ୍ଧି କରିଛି । କମ୍ପାନୀ ଅନୁଯାୟୀ, ୨୦୧୯ ଠାରୁ ରେଳ ଗାଡ଼ିରେ ଏହା ୫ ଗୁଣ ବୃଦ୍ଧି ହୋଇଛି। ବିଶେଷକରି ଦେଶର…

କାହା ପାଖରେ ଥାଏ ଟ୍ରେନ୍‌ ଓ୍ଵିଣ୍ଡୋ ସିଟ୍‌ ଉପରେ ବସିବାର ଅଧିକାର? କଣ ଆପଣ ଏ ବିଷୟରେ ଜାଣିଛନ୍ତି

କଣ ଆପଣ ମଧ୍ୟ ଟ୍ରେନରେ ଯାତ୍ରା କରୁଛନ୍ତି ତାହେଲେ ରେଲେଓ୍ଵ ସହ ଜଡିତ ନିୟମ ବିଷୟରେ ଆପଣଙ୍କୁ ନିଶ୍ଚିତ ସୂଚନା ଥିବା ଆବଶ୍ୟକ। ସ୍ଲିପର କିମ୍ବା ଏସି କୋଚ୍‌ ବିଷୟରେ କହିବା ତ ଏଠାରେ ସିଟ୍‌ ଲୋୟର,ମିଡିଲ କିମ୍ବା ଅପର ଅର୍ଡରରେ ରହିଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି ଓ୍ଵିଣ୍ଡୋ ସିଟ୍‌ ଉପରେ…

ପ୍ରିମିୟମ୍‌ ତତ୍କାଳ ଟିକେଟ୍‌କୁ ନେଇ ରେଲୱେ ନେବାକୁ ଯାଉଛି ବଡ଼ ନିଷ୍ପତ୍ତି! ଲକ୍ଷ ଲକ୍ଷ ଯାତ୍ରୀଙ୍କ ଉପରେ ପଡ଼ିବ…

ଭାରତୀୟ ରେଲୱେ ନିଜ ଯାତ୍ରୀମାନଙ୍କ ସୁବିଧାକୁ ନଜରରେ ରଖି ମଝିରେ ମଝିରେ ଅନେକ ନିଷ୍ପତ୍ତି ନେଇଥାଏ। ଏହି କ୍ରମରେ ରେଲୱେ ପ୍ରିମିୟମ୍‌ ତତ୍କାଳ ଟିକେଟ୍‌ ବୁକିଂ ସେବାକୁ ସମସ୍ତ ଟ୍ରେନ୍‌ରେ ଆରମ୍ଭ କରିବା ଉପରେ ବିଚାର କରୁଛି। ବାସ୍ତବରେ, ରେଲୱେ ପ୍ରିମିୟମ୍‌ ତତ୍କାଳ ଯୋଜନା ଅଧୀନରେ କିଛି…

ଟିକେଟ୍‌ ମାଗିଲି ବୋଲି… ଟିଟିଇଙ୍କୁ ଅତି ଅମାନୁଷିକ ଭାବେ ପିଟିଲେ ପୋଲିସ; ଭାଇରାଲ ହେଉଛି ଭିଡିଓ

ବିହାରରେ ଟ୍ରେନ୍‌ ଭିତରେ ଟିଟିଇଙ୍କୁ ପୋଲିସର ବର୍ବରତା। ଟିକେଟ୍‌ ମାଗିବାରୁ ଟିଟିଇଙ୍କୁ ନିର୍ଦ୍ଧୁମ୍‌ ପିଟିଲେ ପୋଲିସ। କାନ୍ଦି କାନ୍ଦି ନିଜ ଦୁଃଖ ବଖାଣୁଥିବା ଟିଟିଇଙ୍କର ଏକ ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି। ଭିଡିଓ ଭାଇରାଲ ହେବା ପରେ ଲୋକମାନେ ପୋଲିସ କର୍ମୀଙ୍କ ଉପରେ ବିରକ୍ତି…

ଆରମ୍ଭ ହେଲା ଭାରତର ପ୍ରଥମ ପ୍ରାଇଭେଟ ଟ୍ରେନ ବ୍ୟବସ୍ଥା, ଏଥିରେ ଯାତ୍ରୀଙ୍କୁ ମିଳିବ ଭିଆଇପି ସୁବିଧା

ଭାରତର ପ୍ରଥମ ପ୍ରାଇଭେଟ ଟ୍ରେନ। ଭାରତରେ ପ୍ରଥମ ଥର ପ୍ରାଇଭେଟ ଟ୍ରେନ ବ୍ୟବସ୍ଥା ଆରମ୍ଭ ହୋଇଛି। ଯାତ୍ରୀ ମାନଙ୍କ ସୁବିଧାକୁ ଧ୍ୟାନରେ ରଖି ଭାରତୀୟ ରେଳ ବିଭାଗ ଏହି ଯୋଜନାକୁ କାର୍ଯ୍ୟକାରୀ କରାଇଛି। ସୂଚନା ଅନୁଯାୟୀ ଭାରତ ଗୌରବ ଯୋଜନା ଅନ୍ତର୍ଗତ ଇଣ୍ଡିଆ ର ପ୍ରଥମ ପ୍ରାଇଭେ ଟ୍ରେନ…

ରେଳ ଯାତ୍ରୀ ଧ୍ୟାନ ଦିଅନ୍ତୁ, ଚାର୍ଟ ଲିଷ୍ଟ ଆସିବା ପରେ ବି ଆପଣ ପାଇପାରିବେ କ୍ୟାନ୍ସଲ ଟିକେଟର ରିଫଣ୍ଡ

ରେଳ ଯାତ୍ରୀଙ୍କ ପାଇଁ ଜରୁରୀ ଖବର। ଯଦି ଆପଣ ଟ୍ରେନ ଟିକେଟ କରିଛନ୍ତି ଆଉ ଆପଣଙ୍କ ନାମ ଚାର୍ଟ ଲିଷ୍ଟରେ ବାହାରିସାରିଛି କିନ୍ତୁ ହଠାତ୍‌ ଆପଣଙ୍କ ସିଡ୍ୟୁଲ ବଦଳିଗଲା ଆଉ ଆପଣ ଟିକେଟ୍‌ କ୍ୟାନ୍ସଲ କରି ଟଙ୍କା ରିଫଣ୍ଡ ପାଇବାକୁ ଚାହୁଁଛନ୍ତି, କିନ୍ତୁ ଟଙ୍କା ଫେରସ୍ତ ପାଇବେ ନା ନାହିଁ ଏହାକୁ…