Browsing Tag

indo-china clash

ସୁଧୁରିନି ଚୀନ ପ୍ରକୃତି ! ଭାରତ ସୀମାରେ ପୁଣି ବେଆଇନ ଅନୁପ୍ରବେଶ ଉଦ୍ୟମ କଲେ ଡ୍ରାଗନ ସେନା

ଭାରତ ଓ ଚିନ ସୈନିକଙ୍କ ମଧ୍ୟରେ ପୁଣିଥରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଅଗଷ୍ଟ ୨୯ ତାରିଖ ବିଳମ୍ବିତ ରାତିରେ ଭାରତ-ଚୀନ ସିମା ବର୍ତ୍ତୀ ଅଂଚଳରେ ଅବସ୍ଥିତ ପିଓଙ୍ଗଗାଙ୍ଗ ହ୍ରଦ ନିକଟବର୍ତ୍ତୀ ସ୍ଥାନରେ ହୋଇଥିଲା । ସରକାରଙ୍କ ତରଫରୁ ଜାରି ହୋଇଥିବା ତଥ୍ୟ…

ରେଡ୍ ଡ୍ରାଗନ ବାହିନୀର ଅଚାନକ ଆକ୍ରମଣରେ ଅଳ୍ପକେ ବର୍ତ୍ତିଯାଇଥିଲେ ଏହି ଯବାନ, ବଖାଣିଲେ ସେହି କାଳ ରାତ୍ରୀର ଘଟଣା

କେନ୍ୟୁଜ୍ (ବ୍ୟୁରୋ): ଚୀନ-ଭାରତ ସହ ସଂଘର୍ଷରେ ଅଳ୍ପକେ ବିର୍ତ୍ତିଯାଇଛନ୍ତି  ସୁରେନ୍ଦ୍ର ସିଂ ନାମକ ଜଣେ ଯବାନ। ଏହା ପରେ  ସେ ବଖାଣିଛନ୍ତି ସେହି ସମୟର ଛାତି ଥରିଲା ଭଳି ଘଟଣା ବିଷୟରେ। ଲଦାଖର ଗାଲଭାନ୍ ଉପତ୍ୟକାରେ ଚୀନ୍ ଏବଂ ଭାରତର  ସୈନିକଙ୍କ  ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ…

ସଂଘର୍ଷକୁ ନେଇ ମୁହଁ ଖୋଲିଲା ଚୀନ୍, କହିଲା ଗଲୱାନ ଘାଟି ସର୍ବଦା ଆମ ଦଖଲରେ ରହିଛି

ନୂଆଦିଲ୍ଲୀ: ଗଲୱାନ ଘାଟି ବିବାଦ ନେଇ ଚୀନର ସ୍ପଷ୍ଟିକରଣ। ଗଲୱାନ ଘାଟି ସର୍ବଦା ଚୀନ ଦଖଲରେ ଥିବା ଦାବି କରିଛନ୍ତି ଚୀନର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ହାଓ ଲିଜିଆନ। କମାଣ୍ଡର ସ୍ତରରେ ଉଭୟ ରାଷ୍ଟ୍ରମଧ୍ୟରେ କଥାବାର୍ତ୍ତା ଚାଲିଥିଲେ ମଧ୍ୟ ଭାରତ ଏହାକୁ ଉଲ୍ଲଙ୍ଘନ କରିଥିବା ସେ ଅଭିଯୋଗ…