ଭାରତରେ ଲଞ୍ଚ ହେଲା ଦୁଇଟି ଶସ୍ତା True Wireless Earbuds, ମୂଲ୍ୟ ମାତ୍ର ୧,୪୯୯ ଟଙ୍କା
ଆଜିକାଲି Earphone ଅପେକ୍ଷା Earbuds ର ଚାହିଦା ବଜାରରେ ଅଧିକ ରହିଛି । ଏହି ସମୟରେ Tecno ଓ Infinx ଉଭୟ ସ୍ମାର୍ଟଫୋନ କମ୍ପାନୀ ନିଜର ପ୍ରଥମ True wireless earbuds ଲଞ୍ଚ କରିଛନ୍ତି।
Tecno :
ଲାଟେଷ୍ଟ ଫିଚର ଓ ଦମଦାର ବ୍ୟାଟେରୀ ସହିତ Tecno କମ୍ପାନୀ ଲଞ୍ଚ କରିଛି ନିଜର ପ୍ରଥମ…