Browsing Tag

influensar

ସୋସିଆଲ ମିଡିଆରେ ସବୁଠାରୁ କମ ବୟସର ଇନଫ୍ଲୁଏନସର ହେଉଛି ଶିଶୁ, ଗୋଟେ ବର୍ଷରେ ମିଳିଛି ୯ ଲକ୍ଷରୁ ଅଧିକ ଟଙ୍କାର ଗିଫ୍ଟ

ଇଂଲଣ୍ଡରେ ବାସ କରୁଥିବା ଏହି ୨ ବର୍ଷର ଶିଶୁଟିର ସୋସିଆଲ ମିଡିଆରେ ପ୍ରାୟ ୧୬,୦୦୦ ରୁ ବି ଅଧିକ ଫଲୋଅର୍ଶ ଅଛନ୍ତି । ଖାଲି ସେତିକି ନୁହେଁ ଏହି ଶିଶୁଟି ଏବେ ସୋସିଆଲ ମିଡିଆରେ ସବୁଠୁ ସାନ ଇନଫ୍ଲୁଏନସର ଭାବେ ଅଧିକ ରୁ ଅଧିକ ଲୋକପ୍ରିୟତା ମଧ୍ୟ ଲାଭ କଲାଣି । ଏହି କାରଣରୁ ଏହି ଏ ଶିଶୁ ଓ ତା…