Browsing Tag

injurious

ଗ୍ୟାସ୍ ମେଡ଼ିସିନ କିଡ଼ନୀ ପାଇଁ କ୍ଷତିକାରକ, ଏବେଠୁ ସିଗାରେଟ ତମାଖୁ ଭଳି ଖୋଳ ଉପରେ ଲେଖାଯିବ ବୈଧାନିକ ସତର୍କତା

କେନ୍ୟୁଜ୍ (ବ୍ୟୁରୋ): ଅନେକ ସମୟରେ ଗ୍ୟାଷ୍ଟ୍ରିକ୍ କିମ୍ବା ଆଣ୍ଟିବାୟୋଟିକ ଖାଇବା ଦ୍ବାରା  ପେଟରେ ହେଉଥିବା ଗ୍ୟାସରୁ ମୁକ୍ତି ପାଇବା ପାଇଁ ଯେଉଁ ଗ୍ୟାସ ମେଡିସିନ ଆମେ ଖାଇଥାଉ ତାହା ଆମ ଶରୀର  ପାଇଁ ବହୁତ କ୍ଷତିକାରକ ବୋଲି ପ୍ରମାଣିତ ହୋଇଛି।ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ…

ବ୍ରହ୍ମପୁର:ଚୋରି ପଡିଲା ଭାରି, ଛାତରୁ ଡେଇଁ ଯୁବକ ଗୁରୁତର

ବ୍ରହ୍ମପୁର(କେନ୍ୟୁଜ୍):ବ୍ରହ୍ମପୁର ସହରର ଭୈରବୀ ନଗର ଦ୍ୱିତୀୟ ଲାଇନରେ ଜଣେ ବ୍ୟକ୍ତି ଚୋରି କରିବାକୁ ଯାଇଥିବା ବେଳେ ଛାତରୁ ଡେଉଁ ଗୁରୁତର ଆହାତ ହୋଇଛି । ରାଜକୁମାର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ କେହି ନଥିବାରୁ ସୁଯୋଗ ନେଇ ଜଣେ ବ୍ୟକ୍ତି ଚୋରି କରିବା ଉଦ୍ଦେଶ୍ୟରେ ଘରର ଗ୍ରୀଲ ଖୋଲି…

ପୁଣି ଟିକଟକ୍ ନିଶାରେ ଘାଇଲା ହେଲେ ଯୁବକ, କରୁଥିଲେ ଏପରି କାମ

ବେଙ୍ଗାଲୁରୁ: ଦିନକୁ ଦିନ ଟିକଟକର କ୍ରେଜ୍ ଯେତିକି ଲୋକପ୍ରିୟ ହେବାରେ ଲାଗିଛି ସେତିକି ପ୍ରାଣଘାତି ମଧ୍ୟ ପାଲଟିଛି। ବିଶେଷକରି ଯୁବ ପିଢିଙ୍କ ଭିତରେ ଏହି ଟିକଟକର ଭୂତ ଏପରି ସବାର ହେଇଛି ଯେ, ସେମାନେ କୌଣସି ଦୁଃସାହସିକ କାମ କରିବାକୁ ମଧ୍ୟ ପଛାଉ ନାହାନ୍ତି। ଫଳସ୍ବରୂପ ପ୍ରତିଦିନ ଏହି…

ସାବଧାନ ପ୍ଲାଷ୍ଟିକ ବ୍ୟାଗରେ ଫଳ ରଖୁଛନ୍ତି କି ତେବେ ପଡି ପାରନ୍ତି ଏହି ରୋଗରେ !

କଣ ଆପଣ ପରିବା କିମ୍ବା ଫଳ ପ୍ଲାଷ୍ଟିକ ବା ପଲିଥିନ୍‌ ବ୍ୟାଗରେ ଆଣି ସିଧା ଫ୍ରିଜ୍‌ ଭିତରେ ରଖି ଦେଉଛନ୍ତି କି? ତେବେ ଜାଣି ରଖନ୍ତୁ ଏହା ଆପଣଙ୍କ ଶରୀର ପାଇଁ କ୍ଷତି କାରକ ହୋଇପାରେ । କାହିଁକିନା ପ୍ଲାଷ୍ଟିକ ବ୍ୟାଗରେ ଥିବା ପରିବା ପାଖରେ ଖୋଲା ପବନ ପହଞ୍ଚି ନଥାଏ ତେଣୁ ଏହା ଜଲଦି ଖରାପ…