Browsing Tag

innova crysta

ଖୁବଶୀଘ୍ର Toyota ଲଞ୍ଚ କରିବାକୁ ଯାଉଛି Innova Crysta Facelift, ଲିକ୍ ହେଲା 3D ମଡେଲର ଫଟୋ

Tayota ଭାରତୀୟ ବଜାରରେ ଖୁବଶୀଘ୍ର ନିଜ ଲୋକପ୍ରିୟ MPV କାର Innova Crysta ର 2021 ଫେସଲିଫ୍ଟ ମଡେଲ ଲଞ୍ଚ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ନୂଆ ଇନୋଭା କ୍ରିଷ୍ଟାର 3D ମଡେଲର କେତେକ ଫଟୋ ଲିକ ହୋଇଛି। ଏଥିରେ କାରର ସେପକୁ ପୂର୍ବ ଭଳି ରଖାଯାଇଛି। କିନ୍ତୁ ଏଥିରେ ନୂଆ ବଡ଼ ଗ୍ରୀଲ…

Toyotaର Fortuner ଏବଂ Innova Crysta ହୋଇପାରେ ମହଙ୍ଗା କାରଣ ମିଳିବାକୁ ଯାଉଛି BS-6 ଅପଗ୍ରେଡ

ଜାପାନର ପ୍ରସିଦ୍ଧ କମ୍ପାନୀ Toyota, Fortuner ଏବଂ Innovaରେ BS-6 ଭର୍ସନ ଲଞ୍ଚ କରିବାକୁ ଯାଉଛି । ଏହି ଗାଡି ଗୁଡିକୁ BS-6ର ଅପଡେଟ ମିଳିବା ପରେ ଏମାନଙ୍କର ଦାମ ୧୦ ରୁ ୨୦ ପ୍ରତିଶତ ବୃଦ୍ଧି ଘଟିପାରେ । ଏକ ରିପୋର୍ଟ ଅନୁଯାୟୀ କମ୍ପାନୀ ଏହାର ଦାମରେ ୩ ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ…