Browsing Tag

interesting facts about Germany

ଏମିତି ଏକ ଦେଶ ଯେଉଁଠି ରାସ୍ତାରେ ଗାଡିରୁ ତେଲ ସରିଗଲେ ମିଳିଥାଏ ଦଣ୍ଡ, ଜରିମାନା ସହିତ ଭୋଗିବାକୁ ପଡିଥାଏ କାରାଦଣ୍ଡ

ପ୍ରତ୍ୟେକ ଦେଶରେ କିଛି ନା କିଛି ସ୍ୱତନ୍ତ୍ର ଆଇନ ରହିଥାଏ। ଏହାକୁ ଲୋକମାନେ ପାଳନ କରିବାକୁ ବାଧ୍ୟ ହୋଇଥାନ୍ତି। କିନ୍ତୁ ଏପରି ଅନେକ ଦେଶରେ କିଛି ଆଇନ ରହିଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଏହି ଦେଶଗୁଡ଼ିକ ମଧ୍ୟରୁ ଜର୍ମାନୀ ଅନ୍ୟତମ। ଏହା ଏମିତି ଏକ ଦେଶ, ଯାହାର ଏକଛତ୍ରବାଦୀ ଶାସକ…