ତରଳି ଯାଉଛି iPhone 15 Pro, ଫୋନ ଦେଖିବା ପରେ ୟୁଜରଙ୍କ ଉଡ଼ିଲା ହୋସ
iPhone ଧରିବାକୁ କାହାର ବା ଇଚ୍ଛା ନଥାଏ । ବର୍ତ୍ତମାନ ସମୟରେ iPhone ଧରିବା ଅତି ସାଧାରଣ କଥା । କିନ୍ତୁ ଥରେ ଭାବନ୍ତୁ ତ ଆପଣ ଶୋଇଥିବେ ଆଉ ନିଦରୁ ଉଠି ଦେଖିବେ ଆପଣଙ୍କ ଫୋନ ତରଳି ଯାଇଛି ଆପଣ କଣ କରିବେ । ତେବେ ନିକଟରେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି । ଯାହାକୁ ନେଇ iPhone ୟୁଜର…