ଆରମ୍ଭ ହୋଇଗଲାଣି କାଉଣ୍ଟ ଡାଉନ୍! ଆଉ ମାତ୍ର ଅଳ୍ପ ଦିନରେ ଲଞ୍ଚ୍ ହେବ iPhone 15, ଜାଣନ୍ତୁ ଦାମ୍ ଓ ଫିଚର୍ସ
ଆଇଫୋନ୍ ୧୪ ପରେ ଏବେ ଆପଲ୍ ଲଭର୍ସ ଆଇଫୋନ୍ ୧୫ସିରିଜକୁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି । ଆଇଫୋନର ଅପକମିଙ୍ଗ ସିରିଜ ଲଞ୍ଚ୍ ହେବାର ଏବେ ବହୁତ କମ୍ ସମୟ ବାକି ଅଛି । ଆପଣ ଏହା ବି କହିପାରିବେ ଯେ ଏବେ ଆଇଫୋନ୍ ୧୫ ସିରିଜର କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି କାହିଁକିନା ଏହା ଲଞ୍ଚ୍…