ଆଇଫୋନ୍ ୬ଏସ୍ ଏବଂ ଆଇଫୋନ୍ ୬ଏସ୍ ପ୍ଲସ୍ରେ ଦେଖାଦେଉଛି ସମସ୍ୟା, ମାଗଣାରେ ସଜାଡ଼ିବାକୁ ଘୋଷଣା କଲା Apple
Appleର ଆଇଫୋନ୍ ୬ଏସ୍ ଏବଂ ଆଇଫୋନ୍ ୬ଏସ୍ ପ୍ଲସ୍ର କିଛି ମଡେଲର କିଛି ଅଂଶରେ ସମସ୍ୟା ଦେଖାଦେଉଥିବା ଅଭିଯୋଗ ହୋଇଛି। ଗ୍ରାହକଙ୍କ ଅଭିଯୋଗ ପରେ ଆପଲ କମ୍ପାନୀ ଏହାକୁ ଗୁରୁତର ସହ ଗ୍ରହଣ କରି ମାଗଣାରେ ସଜାଡ଼ିବାକୁ ଘୋଷଣା କରିଛି। ତେବେ ଏହି ଫୋନ୍ର କେଉଁ ଅଂଶ ଖରାପ ହୋଇଛି ତାହା ଠିକ୍…