Browsing Tag

IPL 2022 Mega Auction

ଆଇପିଏଲ୍‌ ନିଲାମ ୨୦୨୨: ଜାଣନ୍ତୁ କେଉଁ ଖେଳାଳିଙ୍କୁ କେତେ ଟଙ୍କାରେ କିଣିଲା କେଉଁ ଟିମ୍‌

ବାଙ୍ଗାଲୋରରେ ଆଇପିଏଲ୍‌ ନିଲାମୀ ଆରମ୍ଭ ହୋଇଯାଇଛି। ମାର୍ଚ୍ଚ ଏବଂ ଏପ୍ରିଲରେ ଖେଳାଯିବାକୁ ଥିବା ଆଇପିଏଲ ସିଜନ ୧୫ ପାଇଁ ଆଜି ଖେଳାଳି ନିଲାମ ହେଉଛନ୍ତି। ଏଥିରେ ୫୯୦ ଖେଳାଳିଙ୍କ ନାମ ସାମିଲ ରହିଛି। ଏମାନଙ୍କ ଭିତରେ ଅଛନ୍ତି ୩୭୦ ଭାରତୀୟ ଏବଂ ୨୨୦ ବିଦେଶୀ ଖେଳାଳି । ତେବେ ଭାରତ ପରେ…

ଡ୍ରଗ୍ସ କେସ୍‌ ପରେ ପ୍ରଥମ ଥର ମିଡିଆ ସାମ୍ନାକୁ ଆସିଲେ ଶାହରୁଖଙ୍କ ପୁଅ ଆର୍ଯ୍ୟନ, ଆଇପିଏଲ ନିଲାମୀରେ ସୁହାନାଙ୍କ ସହିତ…

ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ପାଇଁ ୨୦୨୧ ବର୍ଷ ବହୁତ ଖରାପ ରହିଥିଲା। ଡ୍ରଗ୍ସ କେସରେ ଫସି ଆର୍ଯ୍ୟନ ଜେଲ୍‌ ଯାଇଥିଲେ। ଦୀର୍ଘ ମାସେ କାଳ ପୁଅ ପାଇଁ ଆଇନଗତ ଲଢେଇ ଜିତି ଶାହରୁଖ ପୁଅକୁ ଜେଲରୁ ଜାମିନ ଆଣିଥିଲେ। ପରେ ଆର୍ଯ୍ୟନଙ୍କୁ ଦେଶ ଛାଡି ନ ଯିବା, ପ୍ରତି…

ଆଇପିଏଲ୍‌ ନିଲାମୀ ଆରମ୍ଭ: ଶିଖର ଧଓ୍ଵନଙ୍କୁ ୮.୨୫ କୋଟିରେ କିଣିଲା ପଞ୍ଜାବ, ଶ୍ରେୟସଙ୍କୁ ୧୨.୨୫ କୋଟିରେ କିଣିଲା…

ବାଙ୍ଗାଲୋର ଆଇପିଏଲ୍‌ ନିଲାମୀ ଆରମ୍ଭ ହୋଇଯାଇଛି। ମାର୍ଚ୍ଚ ଏବଂ ଏପ୍ରିଲରେ ଖେଳାଯିବାକୁ ଥିବା ଆଇପିଏଲ ସିଜନ ୧୫ ପାଇଁ ଆଜି ଖେଳାଳି ନିଲାମ ହେଉଛନ୍ତି। ଏଥିରେ ୫୯୦ ଖେଳାଳିଙ୍କ ନାମ ସାମିଲ ରହିଛି। ନିଲାମୀ ଆରମ୍ଭ ହେବା ପରେ ଶିଖର ଧଓ୍ଵନଙ୍କୁ ୮.୨୫ କୋଟି ଟଙ୍କାରେ କିଣିନେଇଛି ପଞ୍ଜାବ…

IPL 2022 ମେଗା ନିଲାମ: BCCI ତାଲିକାରେ ଅଛନ୍ତି ମୋଟ ୫୯୦ ଖେଳାଳି, ଏମାନଙ୍କ ମଧ୍ୟରେ ୨ ଓଡିଶାର ଖେଳାଳି ସାମିଲ

ଆଇପିଏଲ ସିଜିନ୍‌-୧୫ ମେଗା ଅକ୍ସନ୍‌ ପୂର୍ବରୁ ଖେଳାଳିଙ୍କ ତାଲିକା ଜାରି କରାଯାଇଛି । BCCI ପକ୍ଷରୁ ମଙ୍ଗଳବାର ମୋଟ ୫୯୦ ଜଣ କ୍ରିକେଟରଙ୍କ ଲିଷ୍ଟ ଜାରି କରାଯାଇଛି । ଯାହା ଭିତରେ ରହିଛନ୍ତି ୩୭୦ ଭାରତୀୟ ଏବଂ ୨୨୦ ବିଦେଶୀ ଖେଳାଳି । ଆସନ୍ତା ଫେବୃଆରୀ ୧୨ ଏବଂ ୧୩ ତାରିଖ ଦୁଇଦିନ ଧରି…

ବିରାଟଙ୍କ ସହିତ ଖେଳିବେ ବେବି ଏବି ଡିଭିଲୟର୍ସ, ମେଗା ନିଲାମ ପାଇଁ କରିଛନ୍ତି ରେଜିଷ୍ଟ୍ରେସନ

ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ ଡେଓ୍ଵାଲ୍ଡ ବ୍ରେଭିସ୍‌ ଏବେ ଅଣ୍ଡର-୧୯ ବିଶ୍ୱକପ୍‌ ୨୦୨୨ରେ ଦମଦାର ପ୍ରଦର୍ଶନ କରୁଛନ୍ତି। ତାଙ୍କ ବ୍ୟାଟିଂ ଷ୍ଟାଇ ବିଲକୁଲ୍‌ ଏବି ଡିଭିଲୟର୍ସଙ୍କ ଭଳି। ସେ ଛକା ମଧ୍ୟ ଡିଭିଲୟର୍ସଙ୍କ ଭଳି ମାରନ୍ତି। ଆଉ ତାଙ୍କର ପ୍ରତିଟି ସର୍ଟ ୩୬୦ ଡିଗ୍ରୀର ଝଲକ ଦେଖିବାକୁ…