କେନ୍ଦୁଝର: ବେଆଇନ ଭାବେ ଲୁହା ପଥର ଚୋରା ଚାଲାଣ କରୁଥିବା ୪ଟି ଟ୍ରଲର ଓ ଗୋଟିଏ ୧୨ ଚକିଆ ଟ୍ରକ ଜବତ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଣି ନିକଟରେ ବେଆଇନ ଭାବେ ଲୁହା ପଥର ଚୋରା ଚାଲାଣ କରୁଥିବା ୪ଟି ଟ୍ରଲର ଓ ଗୋଟିଏ ୧୨ ଚକିଆ ଟ୍ରକ ଜବତ କରିଛି ଯୋଡ଼ା ପୋଲିସ୍ । ଏହି ଘଟଣାରେ ୨ଜଣ ଅଟକ ଥିବା ବେଳେ, ଅନ୍ୟ ମାନେ ଖସି ପଳାଇଛନ୍ତି ।
ଏସବୁ ଗାଡି ବାହାର ରାଜ୍ୟର ବୋଲି ପୋଲିସ ପ୍ରାଥମିକ…