Below header
Browsing Tag

iron ore smuggling

କେନ୍ଦୁଝର: ବେଆଇନ ଭାବେ ଲୁହା ପଥର ଚୋରା ଚାଲାଣ କରୁଥିବା ୪ଟି ଟ୍ରଲର ଓ ଗୋଟିଏ ୧୨ ଚକିଆ ଟ୍ରକ ଜବତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଣି ନିକଟରେ ବେଆଇନ ଭାବେ ଲୁହା ପଥର ଚୋରା ଚାଲାଣ କରୁଥିବା  ୪ଟି ଟ୍ରଲର ଓ ଗୋଟିଏ ୧୨ ଚକିଆ ଟ୍ରକ ଜବତ କରିଛି ଯୋଡ଼ା ପୋଲିସ୍ । ଏହି ଘଟଣାରେ ୨ଜଣ ଅଟକ ଥିବା ବେଳେ, ଅନ୍ୟ ମାନେ ଖସି ପଳାଇଛନ୍ତି । ଏସବୁ ଗାଡି ବାହାର ରାଜ୍ୟର ବୋଲି ପୋଲିସ ପ୍ରାଥମିକ…

ଚୋରା ଲୁହାପଥର ଚାଲାଣ ବେଳେ ବନ ବିଭାଗର ଚଢାଉ, ୫ ଆଇରନ ବୋଝେଇ ଡମ୍ପର ଜବତ

କେନ୍ଦୁଝର: ଚୋରା ଲୁହାପଥର ଚାଲାଣ ବେଳେ ବନ ବିଭାଗର ଚଢାଉ। ଜବତ ହେଲା ୫ ଆଇରନ ବୋଝେଇ ଡମ୍ପର। ଗତକାଲି ରାତି ପ୍ରାୟ ୧ଟାରେ ବଡବିଲ ରେଞ୍ଜ ଅଂସେଇକଳା ନିକଟରୁ ଜବତ କରିଛି ବନବିଭାଗ। ଡମ୍ପର ସହ ଲକ୍ଷାଧିକ ଟଙ୍କାର ଲୁହାପଥର ଜବତ କରିଛି । ଡ୍ରାଇଭର ଓ ହେଲପର ଗାଡି ଛାଡି ଫେରାର…