Below header
Browsing Tag

ishaan khattar

ଶାହିଦ କପୁରଙ୍କ ଆଈଙ୍କ ପରଲୋକ, ଈଶାନ୍‌ ଖଟ୍ଟର ଶେୟାର କଲେ ଏଭଳି ଭାବପୂର୍ଣ୍ଣ ପୋଷ୍ଟ

ବଲିଉଡ୍‌ ଆକ୍ଟର ଶାହିଦ କପୁର ଓ ଈଶାନ୍‌ ଖଟ୍ଟରଙ୍କ ଆଈ ଖାଦିଜା ଅଜିମ୍‌ଙ୍କ ପରିଲୋକ ଘଟିଛି। ଏହି ଦୁଇ ଅଭିନେତା ନିଜ ଆଈଙ୍କ ସହ ଖୁବ୍‌ ଜଡ଼ିତ ଥିଲେ। ଈଶାନ୍‌ ସୋସିଆଲ ମିଡିଆରେ ନିଜ ଆଈଙ୍କର କିଛି ଫଟୋ ଶେୟାର କରିଛନ୍ତି। ଏହାସହିତ ସେ ଏକ ଭାବପୂର୍ଣ୍ଣ ପୋଷ୍ଟ ମଧ୍ୟ ଲେଖିଛନ୍ତି। କହି ରଖୁଛୁ…