Below header
Browsing Tag

it red

୯ ଦିନ ପରେ ମୁହଁ ଖୋଲିଲେ ଧୀରଜ ସାହୁ, କହିଲେ-ଓଡ଼ିଶାର ମଦଭାଟିରୁ ଜବତ ସବୁଟଙ୍କା ଆମ ପରିବାରର

(କେନ୍ୟୁଜ): ଆଇଟି ରେଡର ୯ ଦିନ ପରେ ମୁହଁ ଖୋଲିଛନ୍ତି କଂଗ୍ରେସ ସାଂସଦ ତଥା ମଦ ମଦ ବ୍ୟବସାୟୀ ଧୀରଜ ସାହୁ। ୩୫୩ କୋଟି ଜବତ ଘଟଣାରେ କହିଛନ୍ତି ‘ଏହା କଳା ଟଙ୍କା ନୁହେଁ, ଏହା ପରିବାରର ବ୍ୟବସାୟ ଅର୍ଥ । ସମସ୍ତ ଟଙ୍କା ମଦ ବ୍ୟବସାୟରୁ ଆୟ ହୋଇଛି । କଂଗ୍ରେସ କିମ୍ବା ଅନ୍ୟ କୌଣସି ଦଳର ଏ…

ଖୋଲୁଛି ସାହୁ କମ୍ପାନୀର ମଦ ସାମ୍ରାଜ୍ୟ ଗୁମର: ବିପୁଳ ଟଙ୍କା ପରେ ଲକରରୁ ମିଳିଲା ୧୭ କିଲୋ ସୁନା

ବଲାଙ୍ଗିର (କେନ୍ୟୁଜ): ଯେତେ ଖୋଳିଲେ ସେତେ ବାହାରୁଛି ସାହୁ କମ୍ପାନୀର ମଦ ସାମ୍ରାଜ୍ୟ ଗୁମର । ଝାଡ଼ଖଣ୍ଡରୁ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କର ଓଡ଼ିଶାରେ ଥିବା ଠିକଣାରେ ରେଡ୍ କରି ୩୫୩ କୋଟି ଟଙ୍କା ଜବତ କରାଯାଇଛି । ଟଙ୍କା ପାହାଡ଼ ପରେ ଏବେ ଆୟକର ବିଭାଗ ହାତରେ ଲାଗିଛି ବିପୁଳ ସୁନାର…

ଟଙ୍କା ଗଣତି ଶେଷ: ଏବେ ସ୍ଥାବର – ଅସ୍ଥାବର ସମ୍ପତ୍ତିର ତଦନ୍ତ କରିବ ଆୟକର ବିଭାଗ

ବଲାଙ୍ଗୀର (କେନ୍ୟୁଜ): ସରିଛି ଟଙ୍କା ଗଣା । ଶେଷ ହୋଇନି ରେଡ୍ । ୬ ତାରିଖ ରାତିରୁ ରେଡ୍ ଚାଲିଛି ଯେ ଚାଲଛି । ମଦ ବ୍ୟବସାୟୀ ତଥା ଝାଡ଼ଖଣ୍ଡରୁ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କର ଓଡ଼ିଶାରେ ଥିବା ଠିକଣାରେ ରେଡ୍ କରି ୩୫୩ କୋଟି ଟଙ୍କା ଜବତ କରାଯାଇଛି । ଟଙ୍କା ପାହାଡ଼ ପରେ ଏବେ ଲକରରୁ ମିଳିଲା…

ବଲାଙ୍ଗିର SBI ମୁଖ୍ୟଶାଖାରେ ସରିଲା ଟଙ୍କା ଗଣତି, ପ୍ରାୟ ୩ ଶହ କୋଟି ଟଙ୍କା ମିଳିଥିବା ସୂଚନା

ବଲାଙ୍ଗିର (କେନ୍ୟୁଜ): ବଲାଙ୍ଗିର SBI ମୁଖ୍ୟଶାଖାରେ ସରିଲା ଟଙ୍କା ଗଣତି । ପ୍ରାୟ ୨୫ଟି ମେସିନ୍‌ରେ ୫୦ କର୍ମଚାରୀଙ୍କ ଦ୍ୱାରା ଗଣତି ଶେଷ ହୋଇଛି । ୫ ଦିନ ଲଗାତାର ଗଣତି ପରେ ଆଜି ଗଣତି ସରିଛି । ଗଣତିରେ ପ୍ରାୟ ୩ ଶହ କୋଟି ଟଙ୍କା ମିଳିଥିବା ସୂଚନା ରହିଛି। ଟଙ୍କା ଭର୍ତ୍ତି ୧୭୬ଟି…

ସରୁନି ଟଙ୍କା ଗଣା: ନାକେଦମ ହେଲାଣି ଆୟକର ବିଭାଗ, ୩୦୦ କୋଟି ଟପିଯିବା ଅନୁମାନ

ବଲାଙ୍ଗିର (କେନ୍ୟୁଜ): ୪ ଦିନ ଧରି ଜାରି ରହିଛି ଆୟକର ବିଭାଗର ନନଷ୍ଟପ୍ ରେଡ୍ । ବଲାଙ୍ଗିର ପରେ ସୁନ୍ଦରଗଡ଼, ସମ୍ବଲପୁରରେ ବିଭିନ୍ନ ଠିକଣାରେ ହୋଇଛି ଚଢାଉ । ଜବତ ହୋଇଥିବା ଟଙ୍କାର ପରିମାଣ ୩୦୦ କୋଟି ଟପିଯିବା ଅନୁମାନ କରାଯାଉଛି । ତିନି ଦିନ ହେବ ଟଙ୍କା ଗଣତି ସରୁନି । ଝାଡ଼ଖଣ୍ଡର କଂଗ୍ରେସ…

IT ରେଡ୍‌ ମାମଲାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶ୍ନ , ବେନାମୀ ଧନର ମୂଳ ଉତ୍ସ କେଉଁଠି ?

(କେନ୍ୟୁଜ): ଓଡିଶାରୁ ଏତେ ପରିମାଣର ଟଙ୍କା ଜବତ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶା ଭଳି ରାଜ୍ୟରୁ ଶହ ଶହ କୋଟି ଟଙ୍କା ଜବତ ହେବ ଖବର ବିସ୍ମିତ କରିଛି ବୋଲି ସେ କହିଛନ୍ତି। ଏତେ ପରିମାଣର ବେନାମୀ ଅର୍ଥ ଜବତ ହେବେ ଚିନ୍ତାର ବିଷୟ। ଏହି ବେନାମୀ ଧନର…