Browsing Tag

jack ma

ଜ୍ୟାକ୍‌ ମା’ଙ୍କ ରେକର୍ଡ ଭାଙ୍ଗିଲେ ମୁକେଶ ଅମ୍ବାନୀ, ପୁଣିଥରେ ପାଲଟିଗଲେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି

ପ୍ରକାଶ ପାଇଛି ଫୋବର୍ସ ତାଲିକା। ଦୁନିଆର ସବୁଠୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ଭାରତ ଏଥରକ ତୃତୀୟ ସ୍ଥାନରେ ପହଞ୍ଚିଛି। କେବଳ ଏତିକି ନୁହେଁ, ରିଲାୟନ୍ସ ଇଣ୍ଡଷ୍ଟ୍ରୀର ଚେୟାରମ୍ୟାନ୍‌ ମୁକେଶ ଅମ୍ବାନୀ ପୁଣିଥରେ ଏସିଆର ସବୁଠାରୁ ଧନି ବ୍ୟକ୍ତି ପାଲଟିଛନ୍ତି। ମୁକେଶ ଅମ୍ବାନୀ ଚୀନ୍‌ର ଜ୍ୟାକ୍‌…

୩ ମାସ ପରେ ନଜର ଆସିଲେ ଜ୍ୟାକ୍‌ ମା, ନିଖୋଜ ଥିବା ନେଇ ଜୋର ଧରିଥିଲା ଚର୍ଚ୍ଚା

ଅଲିବାବା ଓ ଆଣ୍ଟ ଗ୍ରୁପ୍‌ର ସହ ସଂସ୍ଥାପକ ଚୀନୀ ଉଦ୍ୟୋଗପତି ଜ୍ୟାକ୍‌ ମା ଦୀର୍ଘ ୩ ମାସ ପରେ ନଜର ଆସିଛନ୍ତି। ବୁଧବାର ଦିନ ଜ୍ୟାକ୍‌ ମା ଏକ ଅନ୍‌ଲାଇନ୍‌ କନ୍‌ଫରେନ୍ସରେ ଶିକ୍ଷକମାନଙ୍କୁ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମ ରୁରାଲ ଏଜୁକେସନ୍‌ର ଉପଲବ୍ଧି ସମ୍ବନ୍ଧୀୟ ଏକ ବାର୍ଷିକ…

ଚୀନ ରାଷ୍ଟ୍ରପତିଙ୍କ ବିଷୟରେ ଆଲୋଚନା କରିବା ପଡ଼ିଲା ମହଙ୍ଗା , ୨ ମାସ ହେଲା ନିଖୋଜ ଅଛନ୍ତି ଅଲିବାବା ମାଲିକ ଜାକ…

ନିଖୋଜ ଅଛନ୍ତି ଚୀନର ସବୁଠୁ ଧନୀ ତଥା ଅରବପତି ଜାକ ମା'। ଆଣ୍ଟ ଗ୍ରୁପ ଓ ଆଲିବାବାର ସହ ପ୍ରତିଷ୍ଠାତା ଜାକ ମା'ଙ୍କ କୌଣସି ଖୋଜଖବର ନାହିଁ। ଦୁଇ ମାସ ହେଲା ସେ ସର୍ବସାଧାରଣକୁ ଆସୁନାହାନ୍ତି । ସେହିପରି ନିଜର ସୋ ଆଫ୍ରିକ୍‌ସ ବିଜ୍‌ନେସ ହିରୋ ଫାଇନାଲ ଏପିସୋଡରେ ଜଜ୍‌ ଭାବେ ମଧ୍ୟ ନଜର…