ଗିରଫ ହୋଇପାରନ୍ତି ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍, ଅଭିଯୁକ୍ତ ବୋଲି ପ୍ରମାଣ କଲା ଇଡି
ନୂଆଦିଲ୍ଲୀ: ଗିରଫ ହୋଇପାରନ୍ତି ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍। ୨ ଶହ ୧୫ କୋଟିର ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନ୍ଙ୍କୁ ଅଭିଯୁକ୍ତ ଦର୍ଶାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଧୂର୍ତ୍ତ ସୁକେଶ ଚନ୍ଦ୍ରଶେଖରର ୨ଶହ କୋଟିରୁ ଅଧିକ ଠକେଇ ମାମଲାରେ ଇଡି ଦିଲ୍ଲୀର ଏକ କୋର୍ଟରେ…