Browsing Tag

jaggan mohan reddy

ପୂର୍ବତନ ରଣଜୀ ଖେଳାଳି ଗିରଫ, ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ପିଏ କହି ଲୋକଙ୍କୁ ଠକୁଥିଲେ

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ପିଏ କହି ଲୋକଙ୍କୁ ଠକୁଥିଲେ ପୂର୍ବତନ ରଣଜୀ ଖେଳାଳି। ମୁମ୍ବାଇ ସାଇବର ସେଲ ପୋଲିସ ଜାଣିବା ପରେ କଲା ଗିରଫ । ନାଗରାଜ ବୁଦୁମରୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ନାମ ନେଇ ଲୋକଙ୍କୁ ଠକୁଥିଲେ । ଏହି ଉପାୟରେ ୬୦ରୁ ଉର୍ଦ୍ଧ୍ୱ କମ୍ପାନୀକୁ ଠକି…

ମୋଦିଙ୍କୁ ଭେଟିଲେ ୱାଇଏସଆର ମୁଖ୍ୟ ଜଗନ ମୋହନ ରେଡ୍ଡୀ

ନୂଆଦିଲ୍ଲୀ (କେନ୍ୟୁଜ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ୱାଇଏସଆର ମୁଖ୍ୟ ଜଗନ ମୋହନ ରେଡ୍ଡୀ। ଆନ୍ଧ୍ର ପ୍ରଦେଶ ବିଧାନସଭା ଓ ଲୋକସଭା ଆସନରେ ବିପୁଳ ବିଜୟ ପରେ ମୋଦିଙ୍କୁ ଭେଟିଛନ୍ତି ଜଗନ। ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଶପଥ…