Browsing Tag

jaggery face mask

ତ୍ୱଚା ଜନିତ ସମସ୍ୟାକୁ ଦୂର କରିବ ଗୁଡ଼ ଫେସପ୍ୟାକ , ଜାଣନ୍ତୁ

ସାଧାରଣତଃ ଗୁଡ଼ ସ୍ୱାସ୍ଥ୍ୟ ପାଇଁ ଖୁବ ହିତକର ହୋଇଥାଏ। ଚିନି ଅପେକ୍ଷା ଗୁଡ଼ ଶରୀରକୁ ସୁସ୍ଥ ରଖିବାରେ ବେଶ ସହାୟକ ହୋଇଥାଏ। ଏହା କାଶ ଥଣ୍ଡାକୁ ମଧ୍ୟ ଦୂର କରିଥାଏ। ଗୁଡ଼ରେ ଅନେକ ଔଷଧିୟ ଗୁଣ ରହିଥିବା କାରଣରୁ ଡାକ୍ତରମାନେ ଏହାକୁ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି। ତେବେ ସ୍ୱାସ୍ଥ୍ୟ ପାଇଁ…