ଏଣିକି କଏଦୀଙ୍କ ଦେହରେ ଲାଗିବ ଜିପିଏସ୍, ନଷ୍ଟ କରିବାକୁ ଚେଷ୍ଟା କଲେ ଥାନାକୁ ଯିବ ଆଲର୍ଟ
ଭୁବନେଶ୍ୱର (କେନ୍ୟୁଜ): ପୋଲିସ ଆଖିରେ ଆଉ ଧୂଳି ଦେଇ ପାରିବେନି ଅପରାଧୀ । କଏଦୀଙ୍କ ଦେହରେ ଲାଗିବ ଜିପିଏସ୍ । ଜେଲ୍ରୁ କଏଦୀଙ୍କ ବୋଝ କମାଇବାକୁ ହାଇଟେକ୍ ପ୍ରସ୍ତାବ। ଅନେକ ସମୟରେ ଅପରାଧୀମାନେ ଜାମିନରେ ବାହାରକୁ ଯିବା ପରେ ପୁଣି ଥରେ ସମାନ ଧରଣର ଅପରାଧ ଘଟାଇଥାନ୍ତି । ଏହାକୁ ରୋକିବା…