Below header
Browsing Tag

jajpur bjd

ଯାଜପୁରରେ ବିଜେଡିର ଐତିହାସିକ ବିଜୟ, ୩୯ରୁ ୩୯ ହାତେଇଲା

ଯାଜପୁର(କେନ୍ଯୁଜ୍): ଯାଜପୁରରେ ବିଜେଡିର ଐତିହାସିକ ବିଜୟ। ୩୯ରୁ ୩୯ ହାତେଇଲା ବିଜେଡି। ୩୯ଟି ଜିଲ୍ଲା ପରିଷଦ ଜୋନ୍‌ରେ ବାଜିମାତ୍‌ କରିଛି ଦଳ। ଖାତା ଖୋଲିପାରିଲେନି ବିଜେପି ଓ କଂଗ୍ରେସ । ୨୦୧୭ ପଞ୍ଚାୟତ ନିର୍ବାଚନରେ ଯାଜପୁର ଜିଲ୍ଲାରେ ୬ଟି ଜିଲ୍ଲା ପରିଷଦ ସଭ୍ୟ ପଦ ହାତେଇଥିଲା…

ପଦ୍ମ ଛାଡି ଶଙ୍ଖ ଫୁଙ୍କିଲେ ଯାଜପୁରର ଟାଣୁଆ ନେତା ସୁଢ଼ଳ

ଯାଜପୁର ଟାଉନ(କେନ୍ୟୁଜ୍):  ଯାଜପୁର ବ୍ଳକ ଖଇରାବାଦ ପଂଚାୟତ ର ଟାଣୁଆ ନେତା ସୁଢ଼ଳ ସାହୁ ଆଜି ବିଜୁ ଜନତା ଦଳ ରେ ଯୋଗ ଦେଇଛନ୍ତି। ଦୀର୍ଘ ଦିନ ଧରି ସେ ଭାରତୀୟ ଜନତା ପାର୍ଟିରେ ରହିଥିଲେ। ଆଜି ସର୍କିଟ ହାଉସରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର…

ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହେଲା ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ

ଯାଜପୁର(କେନ୍ୟୁଜ): ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ। ୨୨ବର୍ଷ ଅତିକ୍ରମ କରି ୨୩ବର୍ଷରେ ପହଁଚିଲା ଦଳ। ଏନେଇ ଆଜି ଯାଜପୁର ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀରେ ପାଳନ କରାଯାଇଛି ଦଳର ପ୍ରତିଷ୍ଠା ଦିବସ। ଜାରକାଠାରେ ଧର୍ମଶାଳା ନିର୍ବାଚନମଣ୍ଡଳୀସ୍ତରୀୟ ଉତ୍ସବକୁ ଉଦଘାଟନ କରିଥିଲେ…