ଯାଜପୁରରେ ବିଜେଡିର ଐତିହାସିକ ବିଜୟ, ୩୯ରୁ ୩୯ ହାତେଇଲା

ଯାଜପୁର(କେନ୍ଯୁଜ୍): ଯାଜପୁରରେ ବିଜେଡିର ଐତିହାସିକ ବିଜୟ। ୩୯ରୁ ୩୯ ହାତେଇଲା ବିଜେଡି। ୩୯ଟି ଜିଲ୍ଲା ପରିଷଦ ଜୋନ୍ରେ ବାଜିମାତ୍ କରିଛି ଦଳ। ଖାତା ଖୋଲିପାରିଲେନି ବିଜେପି ଓ କଂଗ୍ରେସ ।
୨୦୧୭ ପଞ୍ଚାୟତ ନିର୍ବାଚନରେ ଯାଜପୁର ଜିଲ୍ଲାରେ ୬ଟି ଜିଲ୍ଲା ପରିଷଦ ସଭ୍ୟ ପଦ ହାତେଇଥିଲା ବିଜେପି। ହେଲେ ଚଳିତଥର ନୈରାଶ୍ୟଜନକ ପ୍ରଦର୍ଶନ ରହିଛି। ହେଲେ ବିଜେଡିର ବାଜିମାତ ହୋଇଛି ।