ଭୁଜାଲିରେ ଆକ୍ରମଣ କରି ଦୁଇଲକ୍ଷ ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ
ଯାଜପୁର: ଭୁଜାଲିରେ ଆକ୍ରମଣ କରି ଦୁଇଲକ୍ଷ ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ। ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ଶଙ୍ଖ ମଠ ନିକଟରେ ହୋଇଛି ଲୁଟ । ପାଣିକୋଇଲି ଥାନା ପଥରପଦା ଅଞ୍ଚଳର କୃଷ୍ଣ ଦାସ ଏକ ବ୍ୟାଗରେ ଦୁଇଲକ୍ଷ ଟଙ୍କା ନେଇ ନିଜ ବୁଲେଟରେ ଚଣ୍ଡିଖୋଲର ଏକ ଫାଇନାସ ଅଫିସକୁ ଦେବାପାଇଁ…