Browsing Tag

jajpur robbery

ବ୍ରହ୍ମବରଦା ଅଞ୍ଚଳରୁ ଲୁଟ ହୋଇଥିବା ଲକ୍ଷାଧିକ ଟଙ୍କା ଜବତ, ୨ଜଣ ଗିରଫ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଵ୍ରହ୍ମବରଦା ଅଞ୍ଚଳରୁ ଲୁଟ ହୋଇଥିବା ଲକ୍ଷାଧିକ ଟଙ୍କା ଜବତ ସହ ୨ ଅଭିଯୁକ୍ତ ଗିରଫ। ସୂଚନା ମୁତାବକ, ଗତ ୧୪ତାରିଖ ଅପରାହ୍ନ ସମୟରେ ଵ୍ରହ୍ମବରଦା ଥାନା ଅନ୍ତର୍ଗତ ସାହାପଡା ଗ୍ରାମର ଇନ୍ଦ୍ରମଣି ପରିଡା ଓ ସମ୍ପର୍କୀୟ ପୁତୁରା ଦୁହେଁ ଏକ ବାଇକରେ ଝିଅ…

ପୋଲିସ୍ ଘରେ କଳା କନା ବୁଲାଇଲେ ଚୋର, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍

ଯାଜପୁର (କେନ୍ୟୁଜ): ଗୋଟିଏ ରାତିରେ ଦୁଇଟି ଘରୁ ଚୋରି । ଏପରିକି ପୋଲିସ କର୍ମଚାରୀଙ୍କ ଘରେ କଳା କନା ବୁଲାଇଛି ଚୋର । ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଜାମୁବଣିଆରେ ରହୁଥିବା ଜଣେ ପୋଲିସ କର୍ମଚାରୀ ଓ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରମାନେ…