Below header
Browsing Tag

jajpur shut down

ଆସନ୍ତା ଦୁଇ ଦିନ ଯାଜପୁର ଜିଲ୍ଲା ସମ୍ପୂର୍ଣ୍ଣ ସଟଡାଉନ, ଘୋଷଣା କଲେ ଜିଲ୍ଲାପାଳ

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ଜିଲ୍ଲାରେ ବଢ଼ୁଥିବା କୋରନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଆସନ୍ତାକାଲି ଏବଂ ରବିବାର ଦିନ ଜିଲ୍ଲାର ୩୧୧ ପଞ୍ଚାୟତରେ ସଟ ଡାଉନ କରାଯିବାକୁ ନିଷ୍ପତ୍ତି ହୋଇଛି। ଜିଲାର ଦୁଇ ପୌରପାଳିକା ଯାଜପୁର ଓ…

ଯାଜପୁରରୁ ପୁଣି ୭ ନୂଆ ଆକ୍ରାନ୍ତ ଚିହ୍ନଟ ହେବାପରେ ୨ଟି ପଞ୍ଚାୟତକୁ ସଟ୍‌ ଡାଉନ ଘୋଷଣା

ଯାଜପୁର: ଯାଜପୁରରୁ ପୁଣି ୭ ନୂଆ ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୭୧ରେ ପହଞ୍ଚିଛି । ୭ ନୂଆ ଆକ୍ରାନ୍ତ ଚିହ୍ନଟ ପରେ ୨ଟି ପଞ୍ଚାୟତକୁ ସଟ୍‌ ଡାଉନ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ । ଗତକାଲି ୩୧ ଜଣ  ସୁସ୍ଥ ହୋଇଥିବା ବେଳେ  ଏବେବି  ୩୮ ଜଣ ସକ୍ରିୟ…